Browsing Tag

twitter

୨୦କୋଟିରୁ ଅଧିକ ଟ୍ଵିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ହେଲା ଲିକ୍‌, ହ୍ୟାକର୍ସଙ୍କର ମିଳୁନାହିଁ ପତ୍ତା, ଆପଣ ବି ଏହି…

ଟ୍ଵିଟର କୁ ନେଇ ଆସିଲା ବହୁତ ବଡ଼ ଖବର। ଆଜି କାଲି ସମସ୍ତେ ଏହି ସେବାର ଉପଭୋଗ କରୁଛନ୍ତି। ଅନଲାଇନ ପ୍ଳାଟଫର୍ମ ରେସ୍‌ ରେ ଟ୍ଵିଟରର ଭୂମିକା ବହୁତ ଅଧିକ। ଏମିତିରେ ଅନେକ ୟୁଜର୍ସ ମଧ୍ୟ ଏହି ପ୍ଳାଟଫର୍ମରେ ନିଜ ମତାମତକୁ ପୋଷ୍ଟ କରିଥାନ୍ତି। ତେଣୁ ଏତେ ଅଧିକ ୟୁଜର୍ସଙ୍କ ପ୍ରାଇଭେସିକୁ ସିକ୍ୟୁର…

ଟ୍ଵିଟରରୁ କ’ଣ ପାଇଁ କରିଦିଆଯିବ ୧୫୦ କୋଟି ଆକାଉଣ୍ଟକୁ ଡିଲିଟ୍‌, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସର୍ବ ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମର ଲଗାମ ଯେବେ ଠାରୁ ଏଲନ ମସ୍କଙ୍କ ହାତରେ ପହଞ୍ଚିଲାଣି, ସେବେ ଠାରୁ ଟ୍ଵିଟରରେ କିଛି ନା କିଛି ଘଟଣା ଘଟିଚାଲିଛି । ମସ୍କ କମ୍ପାନୀ ଗ୍ରହଣ କରିବା ଦିନଠୁ କିଛି ନା କିଛି ପରିବର୍ତ୍ତନ କରି ଚାଲିଛନ୍ତି । କର୍ମଚାରୀଙ୍କ ଛଟେଇ ଠାରୁ ଆରମ୍ଭ…

ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ବେଡ୍‌ରୁମ୍‌କୁ ନେଇ ପୁଣି ବିବାଦରେ ଏଲନ୍‌ ମସ୍କ, ଯାଞ୍ଚ ଆରମ୍ଭ

ଟ୍ଵିଟରକୁ ନିଜ ଅଧୀନକୁ ନେବା ପରେ ଏଲନ୍‌ ମସ୍କ ଏଥିରେ ବହୁତ ପରିବର୍ତ୍ତନ କରିଛନ୍ତି । ଏବେବି ତାଙ୍କର ପରିବର୍ତ୍ତନ ଅଭିଯାନ ବଜାୟ ରହିଛି । ନିଟକରେ ସେ ଟ୍ଵିଟର ଅଫିସ୍‌ରେ କିଛି ଅଦଳ ବଦଳ କରିଥିବା ସୂଚନା ଆସିଛି । ସାନଫ୍ରାନସିସ୍କୋରେ ଥିବା ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ଏମିତି…

୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଡୋନାଲଡ ଟ୍ରମ୍ପ, ଆକାଉଣ୍ଟ ରିଷ୍ଟୋର କଲେ ଏଲନ ମସ୍କ

ଆମେରିକା: ଟ୍ରମ୍ପ ଇଜ୍‌ ବ୍ୟାକ୍‌ । ୨୨ ମାସ ପରେ ପୁଣି ଟ୍ଵିିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ତାଙ୍କ ଟ୍ଵିଟର ଆକାଉଣ୍ଟକୁ ରିଷ୍ଟୋର କରିଛନ୍ତି ଟ୍ଵିଟରର ନୂଆ ମାଲିକ ଏଲନ ମସ୍କ । ଟ୍ଵିଟ୍‌ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି। ଟ୍ଵିଟର ଦାୟିତ୍ୱ ଗ୍ରହଣ…

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା ! କେବଳ ବ୍ଲୁ ଟିକ୍ ନୁହେଁ ସବୁ ବ୍ୟବହାରକାରୀ ଦେବେ ଟଙ୍କା

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା । ଏହା ପୂର୍ବରୁ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଟ୍ୱିଟରରେ ଚାର୍ଜ ଦେବାକୁ ପଡିବ ବୋଲି ଖବର ଆସିଥିଲା। ବର୍ତ୍ତମାନ ଆଉ ଏକ ନୂଆ ଖବର ଆସୁଛି ଯେଉଁଥିରେ କୁହାଯାଇଛି ଯେ ଟ୍ୱିଟରକୁ ପ୍ରବେଶ କରିବାକୁ ସମସ୍ତ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ।…

ନୂଆ ଅପ୍‌ଡେଟ ସହିତ ଟ୍ଵିଟରର ପେଡ୍‌ ସର୍ଭିସ୍‌ ଆରମ୍ଭ; ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍‌

ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରଠାରୁ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ ଜାରି ରହିଛି। ଯେମିତି କି, ଟ୍ୱିଟର ବ୍ଲୁ ଟିକ୍ ୟୁଜର୍ସଙ୍କଠାରୁ ୮ ଡଲାର ଚାର୍ଜ ନେବାକୁ ଘୋଷଣା କରିଥିଲା, ଏବେ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଯଦିଓ ଟ୍ୱିଟର ଏଥିରେ କିଛି ନୂଆ ଫିଚର୍ସ…

ଏଲନ ମସ୍କଙ୍କ ନୁଆ ନିଷ୍ପତ୍ତିରେ ଭେରିଫାଏଡ ୟୁଜର୍ସଙ୍କୁ ଏବେ ମିଳିବ ବଢ଼ିଆ ସୁବିଧା, ଏବେ ଠୁ ଜାଣିନିଅନ୍ତୁ

ଟ୍ଵିଟରର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଚିଫ୍‌ ହେବା ପରେ ଏଲନ୍‌ ମସ୍କ ଏବେ ଟ୍ଵିଟର ର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ଠୁ ଆରମ୍ଭ କରି ଟ୍ଵିଟରରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବଡ଼ ମାତ୍ରାରେ ପଡ଼ିଛି। ବ୍ଲୁ ଟିକ…

ହୋଇପାରୁନି ଟ୍ଵିଟର ଲଗ ଇନ୍! ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ

କେନ୍ୟୁଜ୍: ନିରାଶ କଲା ଟ୍ଵିଟର । ଟ୍ଵିଟର ଲଗ ଇନ କରିପାରୁନାହାନ୍ତି କିଛି ୟୁଜର୍ସ । ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ । ବ୍ୟସ୍ତ ନହୋଇ ଆଉ ଥରେ ଚେଷ୍ଟା କରିବାକୁ ଟ୍ଵିଟର ପେଜ୍‌ରେ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧା କେବଳ ୱେବ ୟୁଜର୍ସଙ୍କୁ ସାମ୍ନା କରିବାକୁ ପଡୁଛି।…

ଟ୍ଵିଟରରେ ଛଟେଇ ପ୍ରକ୍ରିୟା ଆରମ୍ଭ: ଆଜିଠୁ କର୍ମଚାରୀଙ୍କୁ ଯିବ ଇ-ମେଲ୍‌, ୭ହଜାର ୫୦୦ କର୍ମଚାରୀଙ୍କ ଯାଇପାରେ ଚାକିରି

କେନ୍ୟୁଜ୍:  ଏଲନ ମସ୍କଙ୍କ ନୂଆ ଝଟକା । ଟ୍ଵିଟରରେ କର୍ମଚାରୀ ଛଟେଇ ଆରମ୍ଭ । ଚାକିରୀ ଅଛି କି ନାହିଁ ଆଜି ଟ୍ଵିଟର କର୍ମଚାରୀଙ୍କୁ ଯିବ ମେଲ୍‌ । ଟ୍ଵିଟର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ସିଇଓ ପରାଗ ଅଗ୍ରଓ୍ଵାଲ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ । ଏବେ କର୍ମଚାରୀଙ୍କୁ…

ଟ୍ଵିଟରରେ ବ୍ଲୁ ଟିକ୍‌ ପାଇଁ ପ୍ରତି ମାସ ଦେବାକୁ ପଡିବ ୧୬୦୦ ଟଙ୍କା, ନଚେତ୍‌ ଶେଷ ହୋଇଯିବ ଭେରିଫିକେସନ୍‌

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ୱାରା ଟ୍ଵିଟର କିଣାଯିବା ପରେ ଅନେକ ଲୋକ ଖୁସି ଅଛନ୍ତି ତ ଆଉ କିଛି ଲୋକ କ୍ରୋଧିତ ବି ଅଛନ୍ତି। ଅନେକ ଲୋକ ଏଲନ ମସ୍କଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ତ ଆଉ କିଛି ଲୋକ ମସ୍କ ମାଲିକ ହେବା ପରେ ଟ୍ଵିଟରରେ ମନଖୋଲି ସ୍ୱାଧିନ ଭାବେର ନିଜ…

୪,୪୦୦ କୋଟି ଡଲାରରେ ଟ୍ଵିଟରକୁ କିଣିଲେ ଏଲନ ମସ୍କ, ଏମିତି ନିଆରା ଷ୍ଟାଇଲରେ କମ୍ପାନୀ ଭିତରକୁ କଲେ ଏଣ୍ଟ୍ରି

ଟ୍ଵିଟର କମ୍ପାନୀ କିଣିଲେ ଏଲନ ମସ୍କ । ୪୪ ବିଲିୟନ୍‌ ଡଲାରରେ ଟ୍ଵିଟରକୁ କିଣିଥିବା ଘୋଷଣା କରିଛନ୍ତି ମସ୍କ । ଚଳିତ ବର୍ଷ ଏପ୍ରିଲରେ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଟକୁ କିଣିବା ପାଇଁ ଘୋଷଣା କରିଥିଲେ। ଏହା ପରେ ଚୁକ୍ତି ସ୍ଥଗିତ ହୋଇଯାଇଥିଲା। ମାତ୍ର ପୁଣି ଏହି ଚୁକ୍ତିକୁ ସମ୍ପୂର୍ଣ୍ଣ…

ନିଜ ଆକାଉଣ୍ଟରେ Blue-tick ପାଇବାକୁ ଚାହୁଁଥିଲେ ମାନନ୍ତୁ ଟ୍ଵିଟରର ଏହି ସହଜ ପ୍ରୋସେସ

ଆଜିକାଲି ବ୍ଲୁ ଟିକ୍ ଟ୍ୱିଟରରେ ଏକ ଟ୍ରେଣ୍ଡ ପାଲଟିଛି। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କୁ ଅନେକ ଲୋକ ବ୍ୟବହାର କରନ୍ତି। । ଏହି ୟୁଜର୍ସ ମାନେ ଅନେକ କିଛି ପୋଷ୍ଟ କରି…