Browsing Tag

twitter account hacked

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌; ଡିଜିଟାଲ୍ ମୁଦ୍ରାକୁ ପ୍ରମୋଟ୍‌ କଲେ ହ୍ୟାକର୍ସ!

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ‘@PM_Nepal’କୁ ଗୁରୁବାର ହ୍ୟାକ୍ କରାଯାଇଛି। ତାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକରମାନେ ଆକାଉଣ୍ଟରୁ ଡିଜିଟାଲ୍ ମୁଦ୍ରାକୁ ପ୍ରମୋଟ୍‌ କରିବା ସମ୍ବନ୍ଧିତ ଏକ ମେସେଜ ଟ୍ୱିଟ୍ କରିଛନ୍ତି। ନେପାଳ…

ତୃଣମୂଳ କଂଗ୍ରେସର ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ବଦଳିଲା ନାମ ଏବଂ ଫଟୋ

ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟ୍ ହ୍ୟାକ୍‌ ହୋଇଛି । ଆକାଉଣ୍ଟରେ ଡିସ୍‌ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍‌ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ଟିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ଅସୁବିଧାକୁ ଖୁବ୍…

୨୦କୋଟିରୁ ଅଧିକ ଟ୍ଵିଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ହେଲା ଲିକ୍‌, ହ୍ୟାକର୍ସଙ୍କର ମିଳୁନାହିଁ ପତ୍ତା, ଆପଣ ବି ଏହି…

ଟ୍ଵିଟର କୁ ନେଇ ଆସିଲା ବହୁତ ବଡ଼ ଖବର। ଆଜି କାଲି ସମସ୍ତେ ଏହି ସେବାର ଉପଭୋଗ କରୁଛନ୍ତି। ଅନଲାଇନ ପ୍ଳାଟଫର୍ମ ରେସ୍‌ ରେ ଟ୍ଵିଟରର ଭୂମିକା ବହୁତ ଅଧିକ। ଏମିତିରେ ଅନେକ ୟୁଜର୍ସ ମଧ୍ୟ ଏହି ପ୍ଳାଟଫର୍ମରେ ନିଜ ମତାମତକୁ ପୋଷ୍ଟ କରିଥାନ୍ତି। ତେଣୁ ଏତେ ଅଧିକ ୟୁଜର୍ସଙ୍କ ପ୍ରାଇଭେସିକୁ ସିକ୍ୟୁର…

ପୁଣି ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ବିଟ୍‌ କଏନକୁ ନେଇ କରାଗଲା ଟ୍ଵିଟ୍‌ ପରେ କରାଗଲା ଡିଲିଟ 

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ । ବିଟ୍‌ କଏନକୁ ନେଇ କରାଗଲା ଟ୍ଵିଟ୍‌ । ଅଳ୍ପ ସମୟ ମଧ୍ୟରେ ଡିଲିଟ କରାଗଲା । ମଧ୍ୟରାତ୍ରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା । ମାତ୍ର ଦୁଇ ମିନିଟ ପରେ ଟ୍ଵିଟକୁ ଡିଲିଟ କରାଯାଇଥିଲା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍, ବିଟ୍‌ କଏନ ଦାବି କଲା ହ୍ୟାକର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌। ତାଙ୍କ ବ୍ୟକ୍ତିଗତ ୱେବସାଇଟ୍‌ ଓ ମୋବାଇଲ୍‌ ଆପ୍‌କୁ ମଧ୍ୟ ଆଜି ସକାଳେ ହ୍ୟାକ୍‌ କରାଯାଇଥିବା ସୋସିଆଲ ମିଡିଆ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଓ ଏନେଇ ଅଧିକ ତଦନ୍ତ…

ବାରାକ ଓବାମା, ବିଲ୍ ଗେଟ୍ସ ଓ ଏଲୋନ୍ ମସ୍କଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବୋଜୋସ, ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଭଳି ନାମୀଦାମୀ ରାଜନେତା, ବ୍ୟବସାୟୀ ତଥା ପ୍ରମୁଖ କମ୍ପାନୀ ଗୁଡିକର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାକୁ…