ୟୁଜର୍ସଙ୍କୁ ବଡ ଝଟକା ଦେଲେ ଏଲନ୍ ମସ୍କ, ଏବେ Xରେ ପୋଷ୍ଟ କରିବାକୁ ଦେବାକୁ ପଡିବ ଟଙ୍କା
ଏଲନ୍ ମସ୍କ ପୁଣି ଥରେ ଏକ ବଡ ପ୍ରସ୍ତୁତି କରୁଛନ୍ତି । ଏବେ X (ପୂର୍ବରୁ ଟ୍ୱିଟର) ୟୁଜର୍ସଙ୍କୁ ଯେକୌଣସି କଣ୍ଟେଣ୍ଟ ପୋଷ୍ଟ କରିବାକୁ ଟଙ୍କା ଦେବାକୁ ପଡିବ । ଏକ୍ସ, ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା…