ଟ୍ଵିଟରର ନୂଆ ଫିଚର, ୟୁଜରଙ୍କ ବିନା ଅନୁମତିରେ ଆଉ ଦେଇପାରିବେନି କମେଣ୍ଟ
ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ଵିଟର ଖୁବ୍ଶୀଘ୍ର ଏକ ନୂଆ ଫିଚର ଲଞ୍ଚ୍ କରିବାକୁ ଯାଉଛି। ଏହି ଫିଚରରେ ୟୁଜର ନିଜେ ଚୟନ କରିପାରିବେ କିଏ ତାଙ୍କ ଟ୍ଵିଟ୍ର ରିପ୍ଲାଏ ଦେବେ। ଏହି ଫିଚର ଉପରେ ଟିମ୍ ଏବେ ଟେଷ୍ଟିଂ କରୁଛି ବୋଲି ଟ୍ଵିଟର କହିଛି। ଏହି ଫିଚର ଆସିବା ପରେ ଆପଣଙ୍କ ଟ୍ଵିଟ୍କୁ ଅନ୍ୟ…