Browsing Tag

twitter blue tick

ନିଶ୍ଚୟ ଟ୍ରାଏ କରନ୍ତୁ ଏ ଟ୍ରିକ, ହରାଇଥିବା ନିଜ ଟ୍ଵିଟର ବ୍ଲୁ ଟିକକୁ ଏପରି ଫେରିପାଆନ୍ତୁ

ଏଲନ୍‌ ମସ୍କଙ୍କ କମ୍ପାନୀ ଟ୍ଵିଟର ଗତ ମାସ ଏହି କଥାକୁ ଘୋଷଣା କରିଥିଲା ଯେ ୧ ଏପ୍ରିଲ ପରଠାରୁ ସମସ୍ତଙ୍କ ଆକାଉଣ୍ଟରୁ ଲିଗେସୀ ଚେକମାର୍କ ହଟିଯିବ । ଅର୍ଥାତ୍‌ ଫ୍ରି ବ୍ଲୁ ଟିକ ଆକାଉଣ୍ଟରେ ଗାୟବ ହୋଇଯିବ । ଆରମ୍ଭରେ ଏପରି ହୋଇନଥିଲା କିନ୍ତୁ ୨୦ ଏପ୍ରିଲ ପରେ କମ୍ପାନୀ ଏହା ଉପରେ କାମ କରୁଛି…

ଆଜିଠୁ ଟ୍ଵିଇଟରରେ ବ୍ଲୁଟିକ୍‌ ପାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ମାସିକ ମସ୍କ ନେବେ ୯୦୦

କେନ୍ୟୁଜ୍‌(ବ୍ୟୁରୋ): ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍‌ । ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ପୂର୍ବରୁ ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍‌ର ଲାଭ ମିଳିବ ନାହିଁ ।…

ଏବେ ଦେଶରେ ଟ୍ଵିଟର ପାଇଁ ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଏତିକି ଟଙ୍କା, ନଚେତ ମିଳିବନି କିଛି ସୁବିଧା

ଭାରତରେ ଆରମ୍ଭ ହେଲା Twitter Paid Subscription। କମ୍ପାନୀର କହିବା ଅନୁସାରେ ଭୁଗତାନ କରିବାପରେ Subscription ନେଉଥିବା ୟୁଜର୍ସଙ୍କୁ Edit Tweet Button, 1080p Video Upload, Reader Mode, Blue Tickର ସମସ୍ତ ସୁବିଧା ମିଳିବ।

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା ! କେବଳ ବ୍ଲୁ ଟିକ୍ ନୁହେଁ ସବୁ ବ୍ୟବହାରକାରୀ ଦେବେ ଟଙ୍କା

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା । ଏହା ପୂର୍ବରୁ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଟ୍ୱିଟରରେ ଚାର୍ଜ ଦେବାକୁ ପଡିବ ବୋଲି ଖବର ଆସିଥିଲା। ବର୍ତ୍ତମାନ ଆଉ ଏକ ନୂଆ ଖବର ଆସୁଛି ଯେଉଁଥିରେ କୁହାଯାଇଛି ଯେ ଟ୍ୱିଟରକୁ ପ୍ରବେଶ କରିବାକୁ ସମସ୍ତ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ।…

ଏଲନ ମସ୍କଙ୍କ ନୁଆ ନିଷ୍ପତ୍ତିରେ ଭେରିଫାଏଡ ୟୁଜର୍ସଙ୍କୁ ଏବେ ମିଳିବ ବଢ଼ିଆ ସୁବିଧା, ଏବେ ଠୁ ଜାଣିନିଅନ୍ତୁ

ଟ୍ଵିଟରର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଚିଫ୍‌ ହେବା ପରେ ଏଲନ୍‌ ମସ୍କ ଏବେ ଟ୍ଵିଟର ର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ଠୁ ଆରମ୍ଭ କରି ଟ୍ଵିଟରରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବଡ଼ ମାତ୍ରାରେ ପଡ଼ିଛି। ବ୍ଲୁ ଟିକ…

ପୁଣିଥରେ Twitter ଆରମ୍ଭ କଲା ଭେରିଫିକେସନ ପ୍ରୋସେସ୍, ଏହି ଉପାୟରେ ଆପଣ ବି ପାଇପାରିବ ବ୍ଲୁ ଟିକ୍

ପୁଣିଥରେ ଭେରିଫିକେସନ ପ୍ରୋସେସ ଆରମ୍ଭ କରିଛି ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର। ଏହା ମାଧ୍ୟମରେ ଏବେ ୟୁଜର ପୁଣିଥରେ ବ୍ଲୁ ଟିକ୍ ପାଇଁ ଆପ୍ଲାଏ କରିପାରିବେ। ଟ୍ୱିଟର ଏହି ପ୍ରକ୍ରିୟାକୁ ଗତ ୩ ବର୍ଷ ହେଲା ବନ୍ଦ କରି ରଖିଥିଲା। ୨୦୧୭ରୁ ଏହି ପ୍ରୋସେସ ଉପରେ ସାଧାରଣ ଲୋକଙ୍କ ପାଇଁ ସେହି ସମୟରେ…