Twitterରେ ଜଲଦି କରିନିଅନ୍ତୁ Blue Tick verification, ନଚେତ ବନ୍ଦ ହୋଇଯିବ ଆକାଉଣ୍ଟ
ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ସମସ୍ତେ ନିଜର ଭେରିଫାଏଡ ଆକାଉଣ୍ଟ ଚାହାନ୍ତି। ଗତ କିଛିବର୍ଷରୁ ୟୁଜର୍ସଙ୍କ ପାଇଁ Blue Tick Verification ବନ୍ଦ ପଡିଥିଲା। କିନ୍ତୁ ଏହି ସମସ୍ଯାର ଏବେ ସମାଧାନ ହୋଇଛି। ଟ୍ବିଟର ବ୍ଲୁ ଟିକ୍ ଭେରିଫିକେସନକୁ ପୁଣି ଆରମ୍ଭ କରିଛି। ଜାଣନ୍ତୁ କେମିତି…