Browsing Tag

twitter new featue

ଏବେ ଆଉ ଲେଖିକି ନୁହେଁ ଭଏସ ରେକର୍ଡିଙ୍ଗ କରି ବି କରିପାରିବେ ଟ୍ୱିଟ, ଆସିଲା ନୂଆ ଫିଚର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏହାର ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି । ଯାହାକୁ ଭଏସ୍ ଟ୍ୱିଟ୍ ଫିଚର କୁହାଯାଉଛି । ଉପଭୋକ୍ତାମାନେ ଏହା ମାଧ୍ୟମରେ ନିଜର ଭଏସ ରେକର୍ଡ କରି ଟ୍ୱିଟ୍ କରିପାରିବେ । ଏହି ଅଡିଓ ଟ୍ୱିଟ ସର୍ବାଧିକ 140 ସେକେଣ୍ଡର ହୋଇପାରିବ ।…