Browsing Tag

twitter

ଏବେ ମାଗଣାରେ ଚାଲିପାରିବ ନାହିଁ ଟ୍ଵିଟର ! ଏହି ସର୍ଭିସ୍‌ ପାଇଁ ପ୍ରତିମାସରେ ଦେବାକୁ ହେବ ୩୫୦ ଟଙ୍କା ଚାର୍ଜ

ମାଇକ୍ରୋ ବ୍ଲଗିଂ ସାଇଟ୍‌ ‘ଟ୍ଵିଟର’କୁ ନେଇ ଗୁଜବ ଉଠିଛି କି, ଏହା ସମ୍ପୂର୍ଣ୍ଣ ଭାବେ ମାଗଣା ରହିବନି। କିନ୍ତୁ ପ୍ରକୃତ କଥା ହେଲା, ଟ୍ଵିଟର ନୁହେଁ, ବରଂ ଏହାର ଏକ ଖାସ୍‌ ସର୍ଭିସ୍‌ ସୁପର ଫଲୋ(Super Follow)କୁ ଆକ୍ସେସ୍‌ କରିବା ପାଇଁ ଚାର୍ଜ ଦେବାକୁ ହେବ। ଏହା ଏକ ପେଡ୍‌…

ଏବେ ଟ୍ବିଟର ଜରିଆରେ କମାଇପାରିବେ ପଇସା, ଆସିବାକୁ ଯାଉଛି ନୂଆ ଫିଚର Super Follows

ପଇସା କମାଇବାର ବାଟ ଖୋଜୁଛନ୍ତି, ତେବେ ଟ୍ବିଟର ଆପଣଙ୍କ ପାଇଁ ନୂଆ ଫିଚର ଆଣିବାକୁ ଯାଉଛି। ମାଇକ୍ରୋବ୍ଲଗିଂ ଆପ୍ ଟ୍ୱିଟରରେ ଏବେ ଆପଣ ମୋଟା ଅଙ୍କର ରାଶି କମାଇ ପାରିବେ । ଟ୍ୱିଟର ଏବେ ନିଜ ସମସ୍ତ ୟୁଜର୍ସଙ୍କୁ ପଇସା କମାଇବା ପାଇଁ ଏକ ଖାସ୍ Super Follows ଫିଚର ଲଞ୍ଚ୍ କରିବାକୁ ଯାଉଛି ।…

ଭଏସ୍ ଡାଇରେକ୍ଟ ମେସେଜ(DM)ରେ ବଡ଼ ପରିବର୍ତ୍ତନ କଲା ଟ୍ବିଟର, ଏବେ ମେସେଜ ନ କରି ପଠାଇପାରିବେ ଭଏସ ରେକର୍ଡିଂ

ଟ୍ବିଟର ଏବେ ଆହୁରି ଅଧିକ ଆଡଭାନ୍ସ ହୋଇଯାଇଛି। ଏହି ସର୍ଟ ମେସେଜିଂ ଆପରେ ଏନଗେଜମେଣ୍ଟ ରେଟ୍ ବଢାଇବା ପାଇଁ ଏକ ଧମାକାଦାର ଫିଚର ଲଞ୍ଚ କରିଛି। ଏବେ ଆପଣ ଲୋକଙ୍କୁ ମେସେଜ ପଠାଇବାର ଉପାୟ ଆହୁରି ମଜାଦାର ହେବ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି। ଟ୍ବିଟର ଏକ ନୂଆ ଅଡିଓ ଅପଡେଟ ଲଞ୍ଚ କରିଛି।…

Amul କାର୍ଟୁନ ସେୟାର କରି ଏମିତି ଖାସ୍‌ ଅନ୍ଦାଜରେ କଲା ବିରାଟ-ଅନୁଷ୍କାଙ୍କ ଝିଅର ସ୍ୱାଗତ, କହିଲା, ‘ଏହି ଡେଲିଭରୀ ତ…

ଏବେ ପୂରା ଦେଶ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ହେବାର ଶୁଭେଚ୍ଛା ଜଣାଉଛି। ଏହାରି ଭିତରେ ଅମୁଲ ଇଣ୍ଡିଆ ମଧ୍ୟ ବିରାଟ-ଅନୁଷ୍କାଙ୍କୁ ଏକ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛି। ଅମୁଲ ଇଣ୍ଡିଆ ଟୁଇଟରରେ ଏକ ସୁନ୍ଦର କାର୍ଟୁନ ସେୟାର କରିଛି। ଏହାସହିତ…

ସୋସିଆଲ ମିଡିଆରେ ଛାଇଗଲେ ଯୋଗୀ ଆଦିତ୍ୟନାଥ, ଟ୍ଵିଟର ଇଣ୍ଡିଆରେ ଟପ୍‌-୧ରେ ଟ୍ରେଣ୍ଡ ହେଲା ‘ଯୋଗୀଜୀ ନମ୍ବର ୧’

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦବ୍‌ଦବା ସୋସିଆଲ ମିଡିଆରେ ଅକ୍ଷୁର୍ଣ୍ଣ ରହିଛି। ଶନିବାର ପୁଣିଥରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଜଲଓ୍ଵା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଟ୍ଵିଟର ଇଣ୍ଡିଆରେ ହ୍ୟାସ୍‌ଟ୍ୟାଗ୍‌ ଯୋଗିଜୀ ନମ୍ବର ୦୧ ଟପ୍‌-୧ରେ…

ଜାନୁଆରୀ ୨୦୨୧ରୁ ଭେରିଫାଇ କରିପାରିବେ ଟ୍ଵିଟର ଆକାଉଣ୍ଟ, ସୂଚନା ଜାରି କଲା କମ୍ପାନୀ

ଚଳିତ ସପ୍ତାହରେ ମାଇକ୍ରୋବ୍ଲଗିଂଗ ପ୍ଲେଟଫର୍ମ ଟ୍ଵିଟର ନିଜର ଭେରିଫିକେସନ ପଲିସି ବିଷୟରେ ଖାସ୍‌ ଘୋଷଣା କରିଛି। କମ୍ପାନୀ କହିଛି, ଜାନୁଆରୀ ୨୦୨୧ରୁ ୟୁଜର୍ସ ଭେରିଫିକେସନ୍‌ (Twitter Verification Process) ର କାମ ପୁଣି ଥରେ ଆରମ୍ଭ କରାଯିବ। କମ୍ପାନୀ ଏହି ବିଷୟରେ ନିଜ ପ୍ଲେଟଫର୍ମ…

ବିରାଟ-ଅନୁଷ୍କା ପୁଣି ସେୟାର କଲେ ଗୁଡ ନ୍ଯୁଜ୍, ୨୦୨୦ର ସବୁଠାରୁ ଅଧିକ ଲାଇକ ମିଳିଥିବା ଫଟୋ ସେୟାର କଲା ଟ୍ବିଟର

ବଲିଉଡ ଏବଂ କ୍ରିକେଟ ଜଗତର ସବୁଠୁ ଚର୍ଚ୍ଚିତ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ ଫଲୋୟର୍ସ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ଅଗଷ୍ଟରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ନିଜର ଫ୍ୟାନ୍ସଙ୍କ ସହ ସୋସିଆଲ ମିଡିଆରେ ଏକ ଖୁସି ଖବର ସେୟାର କରିଥିଲେ କି, ସେମାନେ…

ନୂଆ ବର୍ଷରୁ ନୂଆ ଟ୍ୱିଟର, ଆରମ୍ଭ ହେବାକୁ ଯାଉଛି ପବ୍ଲିକ ବ୍ଲୁ ଟିକ ଭେରିଫିକେସନ

ଭାରତରେ ଟ୍ୱିଟର ଆକାଉଣ୍ଟ ଭେରିଫିକେସନ ପ୍ରୋଗ୍ରାମ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଗତ ଦୁଇ ବର୍ଷ ଧରି ଅନେକ ସମାଲୋଚନାର ସମ୍ମୁଖୀନ ହେବା ପରେ ଟ୍ୱିଟର ଏହି ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର ଏକ ବ୍ଲଗ୍ ପୋଷ୍ଟରେ ଏହି ସୂଚନା ଦେଇଛି । ଟ୍ୱିଟର ଆକାଉଣ୍ଟ ଭେରିଫିକେସନ ପ୍ରୋଗ୍ରାମ ନୂଆ…

Pieter Zatok ଙ୍କ ହାତରେ ଏବେ ଟ୍ବିଟରର ସିକ୍ଯୁରିଟି ଦାୟିତ୍ବ, ରୋକିବ ହ୍ଯାକିଂ

ନିକଟରେ ସବୁଠାରୁ ବଡ ହ୍ଯାକିଂର ସାମ୍ନା କରିଥିଲା ଟ୍ବିଟର। ଏହି ସମୟରେ ବିଲ ଗେଟସ୍, ଏଲନ ମାସ୍କ ଏବଂ ଜୋ ବାଇଡେନଙ୍କ ଭଳି ଜଣାଶୁଣା ଲୋକଙ୍କ ଟ୍ବିଟର ଆକାଉଣ୍ଟ ହ୍ଯାକ୍ କରାଯାଇଥିଲା। ଏହା ପରେ ଟ୍ବିଟର ସିକ୍ଯୁରିଟି ଏବଂ ପ୍ରାଇଭେସିକୁ ନେଇ ବିବାଦରେ ଆସିଯାଇଥିଲା। ଏବେ କମ୍ପାନୀ ଏହି…

ନିର୍ବାଚନ ଗଣତି ମଧ୍ୟରେ ଟ୍ରମ୍ପଙ୍କ ଟ୍ୱିଟକୁ ଡିଲିଟ କଲା ଟ୍ୱିଟର, ଟ୍ୱିଟରରେ କରିଥିଲେ ଏମିତି ପୋଷ୍ଟ

ବିଶ୍ୱର ବୃହତ୍ତମ ଶକ୍ତି ମଧ୍ୟରେ ଅନ୍ୟତମ ଆମେରିକାର ସତ୍ତା କାହା ପାଖରେ ରହିବ ତାହା ସ୍ଥିର କରିବାକୁ ଆମେରିକାର ନାଗରିକମାନେ ମତଦାନ କରିଥିଲେ । କରୋନା ମହାମାରୀ ସଙ୍କଟ ମଧ୍ୟରେ ଆମେରିକାର 46 ତମ ରାଷ୍ଟ୍ରପତି ଚୟନ କରିବାକୁ ଏହି ମତଦାନ ହୋଇଛି । ଏହି ନିର୍ବାଚନ ଯୁଦ୍ଧରେ ଡେମୋକ୍ରାଟିକ୍…

ଏବେ ନିଜ ପସନ୍ଦର ଲୋକଙ୍କୁ ସର୍ଚ୍ଚ କରିବା ହେଲା ଆହୁରି ସହଜ, Twitter ଜାରି କଲା Topics ଫିଚର

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟର ନିଜ ଭାରତୀୟ ୟୁଜର୍ସଙ୍କ ପାଇଁ ନୂଆ Topics ଫିଚର ଲଞ୍ଚ୍‌ କରିଛି। ଏହି ନୂଆ ଫିଚର ସାହାଯ୍ୟରେ ଆପଣ ନିଜ ମନପସନ୍ଦର ବିଷୟ ଓ ଲୋକଙ୍କୁ ସର୍ଚ୍ଚ କରିପାରିବେ। ଟ୍ଵିଟରର ଏହି ନୂଆ ଫିଚର ଲୋକଙ୍କୁ ଫଲୋ କରିବା ଓ ନିଜ ମନ ପସନ୍ଦର ଫିଲ୍ଡର ଲୋକଙ୍କ ସହ ଭର୍ଚୁଆଲି…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ କରି ମୁମ୍ବାଇ ପୋଲିସକୁ ଗାଳି ଦେଉଥିଲେ ଦୁର୍ବୃତ୍ତ, ନିଜେ ଏତଲା…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ…