Browsing Tag

twitter

୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଡୋନାଲଡ ଟ୍ରମ୍ପ, ଆକାଉଣ୍ଟ ରିଷ୍ଟୋର କଲେ ଏଲନ ମସ୍କ

ଆମେରିକା: ଟ୍ରମ୍ପ ଇଜ୍‌ ବ୍ୟାକ୍‌ । ୨୨ ମାସ ପରେ ପୁଣି ଟ୍ଵିିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ତାଙ୍କ ଟ୍ଵିଟର ଆକାଉଣ୍ଟକୁ ରିଷ୍ଟୋର କରିଛନ୍ତି ଟ୍ଵିଟରର ନୂଆ ମାଲିକ ଏଲନ ମସ୍କ । ଟ୍ଵିଟ୍‌ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି। ଟ୍ଵିଟର ଦାୟିତ୍ୱ ଗ୍ରହଣ…

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା ! କେବଳ ବ୍ଲୁ ଟିକ୍ ନୁହେଁ ସବୁ ବ୍ୟବହାରକାରୀ ଦେବେ ଟଙ୍କା

ପୁଣି ଟ୍ୱିଟର ୟୁଜର୍ସଙ୍କୁ ଲାଗିଲା ଝଟକା । ଏହା ପୂର୍ବରୁ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ଟ୍ୱିଟରରେ ଚାର୍ଜ ଦେବାକୁ ପଡିବ ବୋଲି ଖବର ଆସିଥିଲା। ବର୍ତ୍ତମାନ ଆଉ ଏକ ନୂଆ ଖବର ଆସୁଛି ଯେଉଁଥିରେ କୁହାଯାଇଛି ଯେ ଟ୍ୱିଟରକୁ ପ୍ରବେଶ କରିବାକୁ ସମସ୍ତ ଉପଭୋକ୍ତାଙ୍କୁ ଦେୟ ଦେବାକୁ ପଡିପାରେ।…

ନୂଆ ଅପ୍‌ଡେଟ ସହିତ ଟ୍ଵିଟରର ପେଡ୍‌ ସର୍ଭିସ୍‌ ଆରମ୍ଭ; ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍‌

ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରଠାରୁ କ୍ରମାଗତ ଭାବରେ କିଛି ନା କିଛି ପରିବର୍ତ୍ତନ ଜାରି ରହିଛି। ଯେମିତି କି, ଟ୍ୱିଟର ବ୍ଲୁ ଟିକ୍ ୟୁଜର୍ସଙ୍କଠାରୁ ୮ ଡଲାର ଚାର୍ଜ ନେବାକୁ ଘୋଷଣା କରିଥିଲା, ଏବେ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଯଦିଓ ଟ୍ୱିଟର ଏଥିରେ କିଛି ନୂଆ ଫିଚର୍ସ…

ଏଲନ ମସ୍କଙ୍କ ନୁଆ ନିଷ୍ପତ୍ତିରେ ଭେରିଫାଏଡ ୟୁଜର୍ସଙ୍କୁ ଏବେ ମିଳିବ ବଢ଼ିଆ ସୁବିଧା, ଏବେ ଠୁ ଜାଣିନିଅନ୍ତୁ

ଟ୍ଵିଟରର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଚିଫ୍‌ ହେବା ପରେ ଏଲନ୍‌ ମସ୍କ ଏବେ ଟ୍ଵିଟର ର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ଠୁ ଆରମ୍ଭ କରି ଟ୍ଵିଟରରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବଡ଼ ମାତ୍ରାରେ ପଡ଼ିଛି। ବ୍ଲୁ ଟିକ…

ହୋଇପାରୁନି ଟ୍ଵିଟର ଲଗ ଇନ୍! ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ

କେନ୍ୟୁଜ୍: ନିରାଶ କଲା ଟ୍ଵିଟର । ଟ୍ଵିଟର ଲଗ ଇନ କରିପାରୁନାହାନ୍ତି କିଛି ୟୁଜର୍ସ । ଫିଡ୍‌ ଆସେସ କରୁପାରୁନାହାନ୍ତି ୱେବ ୟୁଜର୍ସ । ବ୍ୟସ୍ତ ନହୋଇ ଆଉ ଥରେ ଚେଷ୍ଟା କରିବାକୁ ଟ୍ଵିଟର ପେଜ୍‌ରେ ଲେଖାଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧା କେବଳ ୱେବ ୟୁଜର୍ସଙ୍କୁ ସାମ୍ନା କରିବାକୁ ପଡୁଛି।…

ଟ୍ଵିଟରରେ ଛଟେଇ ପ୍ରକ୍ରିୟା ଆରମ୍ଭ: ଆଜିଠୁ କର୍ମଚାରୀଙ୍କୁ ଯିବ ଇ-ମେଲ୍‌, ୭ହଜାର ୫୦୦ କର୍ମଚାରୀଙ୍କ ଯାଇପାରେ ଚାକିରି

କେନ୍ୟୁଜ୍:  ଏଲନ ମସ୍କଙ୍କ ନୂଆ ଝଟକା । ଟ୍ଵିଟରରେ କର୍ମଚାରୀ ଛଟେଇ ଆରମ୍ଭ । ଚାକିରୀ ଅଛି କି ନାହିଁ ଆଜି ଟ୍ଵିଟର କର୍ମଚାରୀଙ୍କୁ ଯିବ ମେଲ୍‌ । ଟ୍ଵିଟର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ସିଇଓ ପରାଗ ଅଗ୍ରଓ୍ଵାଲ ସମେତ କିଛି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ । ଏବେ କର୍ମଚାରୀଙ୍କୁ…

ଟ୍ଵିଟରରେ ବ୍ଲୁ ଟିକ୍‌ ପାଇଁ ପ୍ରତି ମାସ ଦେବାକୁ ପଡିବ ୧୬୦୦ ଟଙ୍କା, ନଚେତ୍‌ ଶେଷ ହୋଇଯିବ ଭେରିଫିକେସନ୍‌

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ୱାରା ଟ୍ଵିଟର କିଣାଯିବା ପରେ ଅନେକ ଲୋକ ଖୁସି ଅଛନ୍ତି ତ ଆଉ କିଛି ଲୋକ କ୍ରୋଧିତ ବି ଅଛନ୍ତି। ଅନେକ ଲୋକ ଏଲନ ମସ୍କଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ତ ଆଉ କିଛି ଲୋକ ମସ୍କ ମାଲିକ ହେବା ପରେ ଟ୍ଵିଟରରେ ମନଖୋଲି ସ୍ୱାଧିନ ଭାବେର ନିଜ…

୪,୪୦୦ କୋଟି ଡଲାରରେ ଟ୍ଵିଟରକୁ କିଣିଲେ ଏଲନ ମସ୍କ, ଏମିତି ନିଆରା ଷ୍ଟାଇଲରେ କମ୍ପାନୀ ଭିତରକୁ କଲେ ଏଣ୍ଟ୍ରି

ଟ୍ଵିଟର କମ୍ପାନୀ କିଣିଲେ ଏଲନ ମସ୍କ । ୪୪ ବିଲିୟନ୍‌ ଡଲାରରେ ଟ୍ଵିଟରକୁ କିଣିଥିବା ଘୋଷଣା କରିଛନ୍ତି ମସ୍କ । ଚଳିତ ବର୍ଷ ଏପ୍ରିଲରେ ମସ୍କ ଏହି ମାଇକ୍ରୋବ୍ଲଗିଂ ସାଇଟକୁ କିଣିବା ପାଇଁ ଘୋଷଣା କରିଥିଲେ। ଏହା ପରେ ଚୁକ୍ତି ସ୍ଥଗିତ ହୋଇଯାଇଥିଲା। ମାତ୍ର ପୁଣି ଏହି ଚୁକ୍ତିକୁ ସମ୍ପୂର୍ଣ୍ଣ…

ନିଜ ଆକାଉଣ୍ଟରେ Blue-tick ପାଇବାକୁ ଚାହୁଁଥିଲେ ମାନନ୍ତୁ ଟ୍ଵିଟରର ଏହି ସହଜ ପ୍ରୋସେସ

ଆଜିକାଲି ବ୍ଲୁ ଟିକ୍ ଟ୍ୱିଟରରେ ଏକ ଟ୍ରେଣ୍ଡ ପାଲଟିଛି। ଯଦି ଆପଣ ମଧ୍ୟ ଜଣେ ଟ୍ୱିଟର ୟୁଜର ଓ ଆପଣଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କୁ ଅନେକ ଲୋକ ବ୍ୟବହାର କରନ୍ତି। । ଏହି ୟୁଜର୍ସ ମାନେ ଅନେକ କିଛି ପୋଷ୍ଟ କରି…

ଟ୍ୱିଟରର ଧମାକାଦାର ଫିଚର : ଏଣିକି ଆପଣ ଟ୍ୱିଟ୍ କରିବା ମାତ୍ରେ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟରେ ସ୍ୱୟଂଚାଳିତ ଭାବେ…

ଟ୍ୱିଟରର ସମସ୍ତ ୟୁଜର୍ସ ମାନଙ୍କ ପାଇଁ କମ୍ପାନୀ ଏକ ଭଲ ସୁବିଧା ଯୋଗାଇ ଦେବାକୁ ଯାଉଛି। ଗୁରୁବାର ଟ୍ୱିଟର ଏକ ନୂଆ ଫିଚର ଘୋଷଣା କରିଛି । ଯାହା ମାଧ୍ୟମରେ ବର୍ତ୍ତମାନ ୟୁଜର୍ସମାନେ ସ୍ନାପଚାଟ ଏବଂ ଇନଷ୍ଟାଗ୍ରାମ ଷ୍ଟୋରୀରେ ସିଧାସଳଖ ଟ୍ୱିଟ୍ କ୍ରସ୍ ପୋଷ୍ଟ କରିବାର ସୁବିଧା ପାଇବେ। ଏହି ଫିଚର…

ଟ୍ୱିଟରରେ ଆସୁଛି ସ୍ୱତନ୍ତ୍ର ଫିଚର: ଏଣିକି ୩୦ ମିନିଟ୍‌ ଭିତରେ ଏଡିଟ କରିପାରିବେ ଟ୍ୱିଟ୍

ଶେଷରେ ଟ୍ୱିଟରରେ ସେହି ଫିଚର ଆସିବାକୁ ଯାଉଛି, ଯାହାକୁ ଲୋକେ ଖୁବ୍‌ ଅପେକ୍ଷା କରି ରହିଛନ୍ତି । ଖୁବ୍ ଶୀଘ୍ର ଟ୍ୱିଟର ନିଜର ୟୁଜରଙ୍କୁ ଏକ ଖାସ୍‌ ଉପହାର ଦେବାକୁ ଯାଉଛି । କମ୍ପାନୀ ନିକଟରେ ଘୋଷଣା କରିଛି କି ସେ ବଛା ବଛା ଟ୍ୱିଟର ୟୁଜରଙ୍କ ପାଇଁ ମୋଷ୍ଟ –ଆୱେଟେଡ୍‌ ଏଡିଟ୍‌ ବଟନର ରୋଲଆଉଟ୍…

ସରକାରଙ୍କ ନିର୍ଦ୍ଦେଶରେ ୬ ମାସ ଭିତରେ ୧୧୨୨ ଲିଙ୍କ ବ୍ଲକ କରିଛି ଟ୍ୱିଟର

ମାଇକ୍ରୋବ୍ଲଗିଂଗ ସାଇଟ Twitter ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ଆଇଟି ମନ୍ତ୍ରାଳୟର ନିର୍ଦ୍ଦେଶରେ ୧୧୨୨ ୟୁଆରଏଲ କୁ ବ୍ଲକ କରିଦେଇଛନ୍ତି । ଏବାବଦରେ ସୂଚନା ବୁଧବାର ରାଜ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ଆଇଟି ପାଇଁ ରାଜୀବ ଚନ୍ଦ୍ରସେଖର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଭାବେ ଦେଇଛନ୍ତି ।…