ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା…
ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କୁଆଡ଼େ ଗଲେ ସାର୍ପସୁଟର କୁରୁପତି ଭୂୟାଁ ଓ ମାଷ୍ଟରମାଇଣ୍ଡ ଉମା ବିଶୋୟୀ । ଉଭୟଙ୍କୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ରାଜ୍ୟ ଓ ରାଜ୍ୟ ବାହରେ ତନାଘନା ତଦନ୍ତ ଜାରି ରଖିଛି । ଉଭୟଙ୍କ ଶେଷ ଲୋକସନ ଝାଡ଼ଖଣ୍ଡ ଥିଲା ।…