two bus catch fire

ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଅଘଟଣ, ବିଦ୍ୟୁତ୍‌ ତାର ଲାଗି ଜଳିଗଲା ୨ଟି ବସ୍‌

ଭୁବନେଶ୍ୱର(କେନ୍ଯୁଜ୍) : ଜଳିଗଲା ବସ୍‌ । ବିଦ୍ୟୁତ୍‌ ତାର ଲାଗି ୨ଟି ବସ୍‌ ଜଳିଯାଇଛି । ଭୁବନେଶ୍ୱର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ଏହି ଅଘଟଣ ଘଟିଛି…

6 years ago