Browsing Tag

two girl missing

ରାଉରକେଲା ଉଦିତ୍‌ନଗରରୁ ଦୁଇ ନାବାଳିକା ନିଖୋଜ

ରାଉରକେଲା: ଏକ ସଙ୍ଗେ ଦୁଇ ନାବାଳିକା ନିଖୋଜ। ରାଉରକେଲା ଉଦିତ୍‌ନଗର ଥାନା ଅଂଚଳରେ ଏହି ଘଟଣା ଘଟିଛି। ବିରଜାପଲିର ୧୧ ବର୍ଷ ଝିଅ ରିୟା ସାଗର ଓ ୮ ବର୍ଷର ଝିଅ ପ୍ରିତି ସୁନା ଗତକାଲି ସଂଧ୍ୟାରେ ଏକାଠି ଖେଳୁଥିଲେ। କିନ୍ତୁ ପରେ ଆଉ ଘରକୁ ଫେରିନଥିଲେ। ଉଭୟ ପରିବାର ଥାନାରେ ଏତଲା ଦେଇଛନ୍ତି।…