Browsing Tag

two girls jumped from moving car

ଡ୍ରାଇଭରଙ୍କ ଅସଦାଚରଣରୁ ବଞ୍ଚିବା ପାଇଁ ଚଳନ୍ତା କାର୍‌ରୁ ଡେଇଁଲେ ଦୁଇ ଯୁବତୀ

ଅମୃତସର : ଡ୍ରାଇଭରଙ୍କ ଅସଦାଚରଣରୁ ବଞ୍ଚିବା ପାଇଁ ଦୁଇ ଜଣ ଯୁବତୀ କାର୍‌ରୁ ଡେଇଁପଡ଼ି ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ଜଣେ ଯୁବତୀଙ୍କୁ ଦ୍ରୁତ ଗତିରେ କାର୍‌ ନେଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏହି ଅଘଟଣ ଘଟିଛି ପଞ୍ଜାବର ଅମୃତସରରେ । ସୂଚନାନୁଯାୟୀ,…