Browsing Tag

two goats arrested in telangana

ଛେଳିଙ୍କୁ ଗିରଫ କଲା ପୋଲିସ, ଏମାନଙ୍କ ଅପରାଧ ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ସାଧାରଣତଃ ଆମେ ସମସ୍ତେ ଜାଣିଛେ ଯେ ପୋଲିସ ଅପରାଧୀଙ୍କୁ ଗିରଫ କରିଥାଏ । କିନ୍ତୁ ତେଲେଙ୍ଗାନାରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖିଦେଇଛି । ଏଠାରେ ପୋଲିସ ଏକ ଅତ୍ୟନ୍ତ ଅଜବ ଘଟଣାରେ ଦୁଇଟି ଛେଳିଙ୍କୁ ଗିରଫ କରିଛି । ଯଦିଓ ପରେ ପୁଣିଥରେ ତାଙ୍କୁ ଛାଡି…