ପୋଲିସର ପେଟ୍ରୋଲିଂ ବେଳେ ଗଜପତି ମୋହନାରୁ ୨ଟି ଦେଶୀ ବନ୍ଧୁକ ଜବତ, ୨ ଗିରଫ
ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନାରୁ ୨ଟି ଦେଶୀ ବନ୍ଧୁକ ଜବତ । ଗତକାଲି ପେଟ୍ରୋଲିଂ ବେଳେ ଡସିନ୍ଧିବା ଛକ ନିକଟରୁ ବନ୍ଧୁକ ଜବତ ସହ ୨ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତ ହେଲେ ବାରିଆବନ୍ଧଗାଁର ସୁମର ଶବର ଓ ରୁଗୁଡୁ ଶବର । ଶିକାର ଉର୍ଦ୍ଦେଶ୍ୟରେ ୮ଟି ଗୁଳି ରଖଥିବା ଅଭିଯୁକ୍ତ…