Browsing Tag

two minutes silence

୩୦ ଜାନୁଆରୀରେ ୨ ମିନିଟ୍‌ ପାଇଁ ନିଃସ୍ତବ୍ଧ ହୋଇଯିବ ପୂରା ଦେଶ, କେନ୍ଦ୍ର ସରକାର ଜାରିକଲେ ନିର୍ଦ୍ଦେଶ

ପ୍ରତିବର୍ଷ ଜାନୁଆରୀ ୩୦ ତାରିଖ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ ସହିଦଙ୍କ ସମ୍ମାନାର୍ଥେ ସହିଦ ଦିବସ ଭାବେ ପାଳନ କରାଯାଉଛି। ମାତ୍ର ଚଳିତବର୍ଷ ସହିଦ ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସ୍ୱାଧୀନତା ଆନ୍ଦୋଳନରେ ଜୀବନକୁ ବଳି ଦେଇଥିବା ସହିଦଙ୍କ…