ଭାଇରାଲ୍ ହେବାରେ ଲାଗିଛି ଦୁଇଟି ମୁହଁ ଥିବା ଏହି ମାଛର ଫଟୋ, ଧରିବା ପରେ ଏମିତି କଲେ ମହିଳା
ନ୍ୟୁୟର୍କ: ନ୍ୟୁୟର୍କରେ ଜଣେ ମହିଳା ମାଛ ଧରୁଥିବାବେଳେ ଏକ ବିରଳ ପ୍ରଜାତିର ମାଛ ଅଜାଣତରେ ତାଙ୍କ ହାବୁଡରେ ପଡିଯାଇଥିଲା। ଯେଉଁ ବିରଳ ମାଛର ଦୁଇଟି ମୁହଁ ଥିବା ଦେଖିବାକୁ ମିଳିଛି । ଏକ ରିପୋର୍ଟ ମୁତାବକ ଡେବି ଗେଡେସ୍ ନାମକ ମହିଳା ଜଣଙ୍କ ଶୁକ୍ରବାର ନିଜ ସ୍ବାମୀଙ୍କ ସହିତ ନଦୀରେ ମାଛ…