Browsing Tag

two people

ଖାତା ଗୋଟିଏ କିନ୍ତୁ ଗ୍ରାହକ ଦୁଇ, ଜଣା ପଡିବା ପରେ କଣ ହେଲା ଜାଣନ୍ତୁ

ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରତିମାସ ରହସ୍ୟମୟ ଭାବେ ଟଙ୍କା ଆସୁଥିଲା । ଏହା ଦେଖି ଗ୍ରାହକ ଜଣକ ବି ବେଶ ଖୁସି ହୋଇଯାଉଥିଲେ ଓ ଟଙ୍କା ଉଠାଇ ନେଉଥିଲେ । ମନେ ମନେ ଭାବୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲା ନିର୍ବାଚନ ପ୍ରଚାରରେ କରିଥିବା ପ୍ରତିଶୃତିକୁ…