ସାଳନ୍ଦୀ ନଦୀରେ ଜଳସ୍ତର ବଢି ଭାଙ୍ଗିଲା ୨ ଟି ପୋଲ, ଜଳବନ୍ଦୀରେ ୩ ସାହିର ୧୫ ଶହରୁ ଊର୍ଦ୍ଧ୍ୱ ଲୋକେ
କରଞ୍ଜିଆ (କେନ୍ୟୁଜ): ଲଗାଣ ବର୍ଷା । ଜଳବନ୍ଦୀରେ ୧୫ ଶହରୁ ଊର୍ଦ୍ଧ୍ୱ ଲୋକେ । ବିଭିନ୍ନ ସ୍ଥାନ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତ ଡଙ୍ଗାଡିହା ଗାଁରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ଘର ଭୁଶୁଡ଼ି ପଡିଛି । ସାଳନ୍ଦୀ ନଦୀ…