Browsing Tag

two step verification

ସୋସିଆଲ ମିଡିଆ ପାଇଁ ବହୁତ ଜରୁରୀ ଟୁ ଷ୍ଟେପ ଭେରିଫିକେସନ୍‌, ଏପରି କରନ୍ତୁ ଆକ୍ଟିଭ

ଆଜିକାଲି ବହୁତ ମାତ୍ରାରେ ଫ୍ରଡ ହେବାକୁ ଲାଗିଲାଣି। ମୋବାଇଲ ୟୁଜର୍ସଙ୍କ ପର୍ସନାଲ ଡାଟା ଲିକ୍‌ ହେବାର ଖବର ଆସୁଛି। ଏମିତିରେ ଡିଜିଟାଲ ଓ୍ଵାଲର୍ଡରେ ତିଷ୍ଠି ରହିବାକୁ ହେଲେ ଲୋକଙ୍କୁ ସିକ୍ୟୁରିଟୀ ଏବଂ ପ୍ରାଇଭେସୀକୁ ନେଇ ସତର୍କ ରହିବା ବହୁତ ଆବଶ୍ୟକ। ନିଜ ୟୁଜର୍ସଙ୍କ ସିକ୍ୟୁରିଟୀ ଏବଂ…

ଖୁସି ଖବର, ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଟୁ-ଷ୍ଟେପ ଭେରିଫିକେସନ୍‌ ଯୋଡିବ ହ୍ଵାଟସଆପ୍‌

ହ୍ଵାଟସଆପ୍‌ ଏକ ବହୁତ ବଡ ଅପଡେଟ କରିବାକୁ ଯାଉଛି ଯେଉଁଥିରେ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଟୁ-ଷ୍ଟେପ ଭେରିଫିକେସନ ଆରମ୍ଭ କରିବାକୁ ଯୋଜନା କରୁଛି କମ୍ପାନୀ। ଏହି ଅପଡେଟ ଦ୍ୱାରା ଏହା ଅନଧିକୃତ ଲଗଇନ୍‌ ଠାରୁ ରକ୍ଷା କରିପାରିବ। ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ ପ୍ଲାଟଫର୍ମ ଆପଣଙ୍କୁ ଏହା ଉପରେ…