Browsing Tag

Two trucks collide

ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ; ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ଭୟଙ୍କର ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ବୌଦ୍ଧ-ନୟାଗଡ ଜିଲା ସୀମାନ୍ତ ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କାମୁଟିପଙ୍ଗା ଠାରେ ଦୁଇଟି ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ…

କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା କଣ୍ଟେନର, ଡ୍ରାଇଭରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଲେଶ୍ବର : ବାଲେଶ୍ବର ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ୍ ନିକଟରେ  ଦୁର୍ଘଟଣା ।  କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା କଣ୍ଟେନର । ଗାଡି ଭିତରେ ଚାପି ହୋଇଥିଲେ ଡ୍ରାଇଭର ।  ଦୁଇ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।  ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ…

ବୈତରଣୀ ନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ୪୯ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୀର୍ଘ ସମୟ ଧରି ଟ୍ରକରେ ଚାପି ହୋଇ ରହିଥିଲେ ଡ୍ରାଇଭର ଓ ଖଲାସୀ ।  ଘଟଣାସ୍ଥଳରେ କରଞ୍ଜିଆ, ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର…

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭର ମୃତ

ଯାଜପୁର : ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ।  ଯାଜପୁର ରୋଡ ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ସାହାପୁର ବ୍ରିଜ ଉପରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି  । ଘଟଣାସ୍ଥଳରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ଏବେବି ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି । ଅନ୍ୟ ଜଣେ…