Browsing Tag

two wheeler home delivery

Hero Motocorp ଆରମ୍ଭ କରିଛି ହୋମ ଡେଲିଭରୀ, ଏବେ ଘରେ ପହଁଚିଯିବ ବୁକିଂ କରିଥିବା ବାଇକ୍‌ ଏବଂ ସ୍କୁଟର

ହିରୋ ମୋଟରକର୍ପର ବାଇକ ଏବଂ ସ୍କୁଟରକୁ ଏବେ ଆପଣ ଅନଲାଇନ୍‌ କିଣି ଏହାର ହୋମ ଡେଲିଭରୀର ସୁବିଧା ମଧ୍ୟ ପାଇପାରିବେ।। କମ୍ପାନୀ ତାର ଦୁଇ ଜକିଆ ଯାନର ହୋମ ଡେଲିଭରୀ ସୁବିଧା ଆରମ୍ଭ କରିଛି। ଏହି ସୁବିଧା ହିରୋର ବାଇକ କିମ୍ବା ସ୍କୁଟରକୁ କମ୍ପାନୀର ଇ-କମର୍ସ ୱେବସାଇଟରେ କିଣିବା ଦ୍ୱାରା ମିଳିବ।…