ଭୁବନେଶ୍ୱର ପାଣ୍ଡରା ବସ୍ତିରୁ ଉଦ୍ଧାର ହେଲା ଦୁଇ ବର୍ଷର ଶିଶୁକନ୍ୟା
ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ପାଣ୍ଡରା ବସ୍ତିରୁ ଏକ ଦୁଇ ବର୍ଷ ବୟସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଚାଇଲଡ୍ ଲାଇନ୍ ଏହି ଅବୋଧ ଶିଶୁଟିକୁ ଆଜି ସନ୍ଧ୍ୟାରେ ଉଦ୍ଧାର କରିଛି ।
ପାଣ୍ଡରା ବସ୍ତିରେ ରହୁଥିବା ଶିଶିର ଦଳାଇ ନାମକ ବ୍ୟକ୍ତିଠାରୁ ପିଲାଟିକୁ ଉଦ୍ଧାର କରାଯାଇଛି ।…