ଏମିତି ହେଉଛି ଘୋଷ୍ଟ ଟାଇପ୍ ରାଇଟର୍, ମଣିଷର ଭାଷା ବୁଝିବାର ରଖୁଛି କ୍ଷମତା
ଟାଇପ ରାଇଟର ଏକ ଏମିତି ଜିନିଷ ଯାହାକୁ ବ୍ୟବହାର କରି କାଗଜରେ ଟାଇପ କରିହୁଏ। ସାଧାରଣତଃ କାଗଜରେ ଲେଖିବା ପାଇଁ ଆମେ ହାତ ଓ ପେନର ବ୍ୟବହାର କରିଥାଉ। କିନ୍ତୁ ବଦଳୁଥିବା ଯୁଗ ଭିତରେ ଟାଇପ ରାଇଟରର ବ୍ୟବହାର ଦ୍ୱାରା Keyboard ଓ ink ର ସାହାଯ୍ୟରେ ଖୁବ ଶୀଘ୍ର ପେପର ବା କାଗଜରେ ଲେଖିବା…