Browsing Tag

uae

ଫ୍ରାନ୍ସ ପରେ ୟୁଏଇ ଗସ୍ତରେ ମୋଦି, ଆବୁଧାବି ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପହଞ୍ଚିଛନ୍ତି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ମୋଦିଙ୍କ ୟୁଏଇ…

ସାଉଦି ପୋଷାକ ପିନ୍ଧି ବିଳାସପୂର୍ଣ୍ଣ କାର୍‌ କିଣିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଏମିରାତି ସମାଜକୁ ଅପମାନିତ କରିବା…

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା ନୋଟ୍ ସହିତ ଏକ କାର୍ ଶୋ’ ରୁମ୍‌ରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା ।…

ନିର୍ଦ୍ଦେଶନାମା ଜାରି କଲେ ୟୁଏଇ ସରକାର, ସିଙ୍ଗଲ ନାମ ଥିବା ଭାରତୀୟ ପାସ୍‌ପୋର୍ଟଧାରୀଙ୍କୁ ମିଳିବନି ଯାତ୍ରାର ସୁବିଧା

କେନ୍ୟୁଜ୍‌: ସାଧାରଣତଃ ଭାରତର ଅଧିକାଂଶ ଲୋକ ଆରବ ଦେଶରେ ରହି କାମ କରନ୍ତି । ବିଶ୍ୱରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ସଂଯୁକ୍ତ ଆରବ ଏମିରେଟ୍‌ରେ ଭାରତୀୟ ଅଧିକ ରହିଛନ୍ତି। ଅନେକ ଲୋକ ଅଧିକାଂଶ ସମୟରେ ୟୁଏଇରୁ ଯିବାଆସିବା କରନ୍ତି । କିନ୍ତୁ ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି…

ଦୁବାଇରେ ସମ୍ମାନିତ ହେଲେ ଶାହରୁଖ, ଲୋକପ୍ରିୟ ଡାଇଲଗ୍‌ କହି ପୁଣି ଜିଣିନେଲେ ଫ୍ୟାନ୍ସଙ୍କ ମନ

ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଲିଷ୍ଟରେ ଆଉ ଏକ ଆଚିଭମେଣ୍ଟ ସାମିଲ ହୋଇଛି । ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍‌ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ…

ଦୁନିଆର ଏପରି ସ୍ଥାନରେ ଲାଗୁ ହୋଇଛି ଭାରତ ଠାରୁ କଡ଼ା ଟ୍ରାଫିକ୍‌ ନିୟମ, ଜରିମନା ଭରିବା ପାଇଁ କରିବାକୁ ପଡ଼େ ଏତେ କଷ୍ଟ

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ…

ୟୁଏଇରେ ୨୭ ବର୍ଷ ପରେ ବାଦଲଫଟା ବର୍ଷା! ବୁଡ଼ିଲା ଘରଦ୍ୱାର, ରାସ୍ତାରେ ଭାସୁଛି ଯାନବାହାନ…ଦେଖନ୍ତୁ ଭୟଙ୍କର ବନ୍ୟା…

ୟୁଏଇର ପୂର୍ବ ଭାଗରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା କାରଣରୁ ଅନେକ ଘରଦ୍ୱାର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାନବାହନ ପାଣି ଭିତରେ ଫସି…

UAE President: ଶେଖ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ ହେବେ UAE ର ପରବର୍ତ୍ତୀ ରାଷ୍ଟ୍ରପତି

ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟଦ ଅଲ ନାହୟାନ୍‌ଙ୍କର ମେ ୧୩ ଶୁକ୍ରବାର ଦେହାନ୍ତ ଘଟିଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଏହି ପଦ ଖାଲି ପଡ଼ିଛି। କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଏବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଇତି ମଧ୍ୟରେ ୟୁଏଇର…

UAEରେ ସବୁଠାରୁ ପ୍ରାଚୀନ କୋଠାର ସନ୍ଧାନ! ୮୫୦୦ ବର୍ଷ ପୁରୁଣା ଏହାର ଇତିହାସ; ଜାଣନ୍ତୁ ଅଧିକ ତଥ୍ୟ

ସଂଯୁକ୍ତ ଆରବ ଅମିରାତ୍‌ (ୟୁଏଇ)ର ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଶର ସବୁଠାରୁ ପ୍ରାଚୀନ ବିଲ୍ଡିଂର ସନ୍ଧାନ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଲ୍ଡିଂ ୮୫୦୦ ବର୍ଷର ପୁରୁଣା। ପୂର୍ବରୁ ମିଳିଥିବା ବିଲ୍ଡିଂଠାରୁ ମଧ୍ୟ ଏହା ୫୦୦ରୁ ଅଧିକ ବର୍ଷ ପୁରୁଣା। ଆବୁଧାବିର ସଂସ୍କୃତି ଏବଂ ପର୍ଯ୍ୟଟନ…

ପତ୍ନୀଙ୍କ ସହ ଝଗଡ଼ା କରିବା ଦୁବାଇ ଶାସକଙ୍କୁ ପଡ଼ିଲା ମହଙ୍ଗା, ଏବେ ଗଣିବେ ୫୫୫୦ କୋଟି

ଦୁବାଇ ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ ଅଲ-ମକତୁମ୍‌ଙ୍କୁ ବଡ଼ ଝଟ୍‌କା। ସ୍ତ୍ରୀ ଓ ପିଲାଙ୍କ ଭରଣ ପୋଷଣ ପାଇଁ ଏବେ ଦୁବାଇ ଶାସକଙ୍କୁ ଦେବାକୁ ପଡ଼ିବ ୫୫୫୦ କୋଟି ଟଙ୍କା। ନିକଟରେ ଦୁବାଇ ଶାସକଙ୍କୁ ଏଭଳି ଆଦେଶ ଦେଇଛନ୍ତି ଲଣ୍ଡନ୍‌ ହାଇକୋର୍ଟ। ଜଜ୍‌ କହିଛନ୍ତି, ଜାର୍ଡେନ୍‌ର ରାଜା…

ସରକାରଙ୍କ ଲାଗୁ ହେଲା ନୂଆ ନିୟମ, ଏବେ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

କର୍ମଚାରୀଙ୍କ ଫାଇଦା ପାଇଁ ସରକାରଙ୍କ ନୂଆ ନିୟମ। ଏବେ କର୍ମଚାରୀ ଅଫିସରେ ସପ୍ତାହକୁ ମାତ୍ର ସାଢ଼େ ଚାରି ଦିନ କରିବେ କାମ । ଏହି ଖବର ନିଶ୍ଚିତ ଭାବେ ଅଫିସ କର୍ମଚାରୀଙ୍କୁ ଖୁସି କରିଦେବ । ସଂଯୁକ୍ତ ରାଷ୍ଟ୍ର ଆରବ ଅମିରତ ବା UAE ସରକାର କର୍ମଚାରୀଙ୍କ ପାଇଁ ଏହି ନିୟମ ବାହାର କରିଛନ୍ତି।…

ଆଜିଠୁ ଆରମ୍ଭ ହୋଇଗଲା ଆଇପିଏଲ୍‌ ଟିକେଟ୍‌ ବିକ୍ରି, ଏହି େଓ୍ଵବ୍‌ସାଇଟ ଜରିଆରେ କରନ୍ତୁ ଅନଲାଇନ ଆବେଦନ

ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି। ୟୁଏଇରେ ହେବାକୁ ଥିବା ମ୍ୟାଚ୍‌ର ଲାଭ ଉଠାଇବାକୁ ଫ୍ୟାନ୍‌ମାନଙ୍କୁ ଷ୍ଟାଡିୟମ୍‌ ଆସିବାକୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜିଠୁ ଟିକେଟ୍‌ ବିକ୍ରି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ଗୁରୁବାର ଅର୍ଥାତ୍‌ ୧୬ ସେପ୍ଟେମ୍ବର…

UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍‌! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରୟାସ…