Browsing Tag

uae

ଇଦ୍‌ରେ ନିଜର ୧୮ ନାତିନାତୁଣୀଙ୍କ ସହ ନଜର ଆସିଲେ ୟୁଏଇ ରାଷ୍ଟ୍ରପତି, କୋଳରେ ଦେଖାଗଲା ନହ୍ନି ଶେହଜାଦି

ଆଜି ଭାରତରେ ପାଳନ ହେଉଛି ଇଦ୍‌ ପର୍ବ । ଏହାର ଠିକ୍‌ ଦିନକ ପୂର୍ବରୁ ଅର୍ଥାତ୍‌ ଏପ୍ରିଲ ୧୦ ତାରିଖ ବୁଧବାର ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପରି ମଧ୍ୟ-ପୂର୍ବର ଇସ୍‌ଲାମିକ ଦେଶଗୁଡ଼ିକ ଇଦ୍ ପାଳନ କରିଥିଲେ । ଇଦ୍ ଅବସରରେ ୟୁଏଇ ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍ ଜାଏଦ…

ଅଯୋଧ୍ୟା ପରେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ଉତ୍ସାହିତ ଭାରତୀୟ

ସଂଯୁକ୍ତ ଆରବ ଏମିରେଟସ୍ (UAE) ର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦ୍‌ଘାଟନ ଅପେକ୍ଷାରେ । BAPS (ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀନାରାୟଣ ସଂସ୍ଥା) ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିର ଦେଖିବାକୁ ଭବ୍ୟ ଏବଂ ବଡ ମଧ୍ୟ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ…

UAEରେ ନିର୍ମାଣ ହେଉଛି ବିଶାଳ ହିନ୍ଦୁ ମନ୍ଦିର, ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଉଦ୍‌ଘାଟନ

ସଂଯୁକ୍ତ ଆରବ ଅମିରାତର ରାଜଧାନୀ ଆବୁଧାବିରେ ତିଆରି ହେଉଛି ବିଶାଳ ହିନ୍ଦୁ ମନ୍ଦିର । ଏହାର ନିର୍ମାଣ କାର୍ଯ୍ୟ ପାଖାପାଖି ସରି ଆସିଲାଣି । ଏହି ମନ୍ଦିର ୨୭ ଏକର ଜାଗାରେ ବ୍ୟାପିଛି । ମନ୍ଦିରକୁ ଗୋଲାପି ଚୂନ ପଥର ଏବଂ ଧଳା ପଥରରେ ତିଆରି କରାଯାଇଛି । ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ ହେଲା UAEର ପାସ୍‌ପୋର୍ଟ, ଜାଣନ୍ତୁ ଭାରତ ଓ ପାକିସ୍ତାନର ର‍୍ୟାଙ୍କ୍‌ କେତେ?

ବିଶ୍ୱ ନାଗରିକତ୍ୱ ବିତ୍ତୀୟ ପରାମର୍ଶଦାତା ସଂସ୍ଥା ‘ଆର୍ଟନ୍ କ୍ୟାପିଟାଲ୍’ ୨୦୨୪ର ପ୍ରଥମ ତ୍ରୈମାସିକ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରିଛି। ଏହି ଇଣ୍ଡେକ୍ସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଇ ପ୍ରଥମ ସ୍ଥାନ…

ଜାଣନ୍ତୁ ଏହି ଦେଶରେ ପକ୍ଷୀମାନଙ୍କ ପାଇଁ ପାସପୋର୍ଟ ମଧ୍ୟ ତିଆରି କରାଯାଏ, ପ୍ଲେନ୍‌ରେ ଟିକେଟ ମଧ୍ୟ ବୁକ୍ କରାଯାଏ

ଆପଣମାନେ ତ ଜାଣିଥିବେ ଯେ ଅନ୍ୟ ଯେକୌଣସି ଦେଶକୁ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଏକ ପାସପୋର୍ଟ ଦରକାର ହୋଇଥାଏ । ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଆପଣ ପାସପୋର୍ଟ ଏବଂ ଭିସା ବିନା ପ୍ଲେନ୍‌ରେ ଯାତ୍ରା କରିପାରିବେ ନାହିଁ । କିନ୍ତୁ ଏପରି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ମଣିଷ…

ଦୁବାଇରେ ଭାରତୀୟ ବ୍ୟକ୍ତି ଲଟେରୀରେ ଜିତିଲେ ୪୫ କୋଟି ଟଙ୍କା, ଭାରତରେ ଘର କିଣିବାକୁ ଯୋଜନା

ଗତ କିଛି ଦିନ ମଧ୍ୟରେ ୟୁଏଇର ବିଭିନ୍ନ ସହରରେ କାମ କରୁଥିବା ଅତି କମ୍‌ରେ ୫ ଜଣ ଭାରତୀୟଙ୍କ ଭାଗ୍ୟର ତାଲା ଖୋଲିଛି। କିଛି ଜଣ ଲକି ଡ୍ର ଜିତିଥିବା ବେଳେ ଆଉ କିଛି ଜଣଙ୍କର ଭଲ ଲଟେରୀ ଲାଗିଛି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏବେ ଖୁବ୍‌ ଚର୍ଚ୍ଚାରେ। ବ୍ୟକ୍ତି ଜଣକ ତୈଳ ଏବଂ ଗ୍ୟାସ୍‌…

ଫ୍ରାନ୍ସ ପରେ ୟୁଏଇ ଗସ୍ତରେ ମୋଦି, ଆବୁଧାବି ବିମାନବନ୍ଦରରେ ଭବ୍ୟ ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପହଞ୍ଚିଛନ୍ତି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ମୋଦିଙ୍କ ୟୁଏଇ…

ସାଉଦି ପୋଷାକ ପିନ୍ଧି ବିଳାସପୂର୍ଣ୍ଣ କାର୍‌ କିଣିବା ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଏମିରାତି ସମାଜକୁ ଅପମାନିତ କରିବା…

ନିକଟରେ ସାଉଦି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଭିଡିଓରେ ବ୍ୟକ୍ତି ଜଣକ ଶହ ଶହ ବିଡ଼ା ନୋଟ୍ ସହିତ ଏକ କାର୍ ଶୋ’ ରୁମ୍‌ରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଥିଲା ।…

ନିର୍ଦ୍ଦେଶନାମା ଜାରି କଲେ ୟୁଏଇ ସରକାର, ସିଙ୍ଗଲ ନାମ ଥିବା ଭାରତୀୟ ପାସ୍‌ପୋର୍ଟଧାରୀଙ୍କୁ ମିଳିବନି ଯାତ୍ରାର ସୁବିଧା

କେନ୍ୟୁଜ୍‌: ସାଧାରଣତଃ ଭାରତର ଅଧିକାଂଶ ଲୋକ ଆରବ ଦେଶରେ ରହି କାମ କରନ୍ତି । ବିଶ୍ୱରେ ଅନ୍ୟ ଦେଶମାନଙ୍କ ଅପେକ୍ଷା ସଂଯୁକ୍ତ ଆରବ ଏମିରେଟ୍‌ରେ ଭାରତୀୟ ଅଧିକ ରହିଛନ୍ତି। ଅନେକ ଲୋକ ଅଧିକାଂଶ ସମୟରେ ୟୁଏଇରୁ ଯିବାଆସିବା କରନ୍ତି । କିନ୍ତୁ ୟୁଏଇ ସରକାର ଭିସାକୁ ନେଇ ଏକ ବଡ଼ ନିଷ୍ପତ୍ତି…

ଦୁବାଇରେ ସମ୍ମାନିତ ହେଲେ ଶାହରୁଖ, ଲୋକପ୍ରିୟ ଡାଇଲଗ୍‌ କହି ପୁଣି ଜିଣିନେଲେ ଫ୍ୟାନ୍ସଙ୍କ ମନ

ବଲିଉଡର କିଙ୍ଗ ଶାହରୁଖ ଖାନଙ୍କ ଲିଷ୍ଟରେ ଆଉ ଏକ ଆଚିଭମେଣ୍ଟ ସାମିଲ ହୋଇଛି । ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍‌ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ…

ଦୁନିଆର ଏପରି ସ୍ଥାନରେ ଲାଗୁ ହୋଇଛି ଭାରତ ଠାରୁ କଡ଼ା ଟ୍ରାଫିକ୍‌ ନିୟମ, ଜରିମନା ଭରିବା ପାଇଁ କରିବାକୁ ପଡ଼େ ଏତେ କଷ୍ଟ

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ…

ୟୁଏଇରେ ୨୭ ବର୍ଷ ପରେ ବାଦଲଫଟା ବର୍ଷା! ବୁଡ଼ିଲା ଘରଦ୍ୱାର, ରାସ୍ତାରେ ଭାସୁଛି ଯାନବାହାନ…ଦେଖନ୍ତୁ ଭୟଙ୍କର ବନ୍ୟା…

ୟୁଏଇର ପୂର୍ବ ଭାଗରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା କାରଣରୁ ଅନେକ ଘରଦ୍ୱାର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାନବାହନ ପାଣି ଭିତରେ ଫସି…