ରାଜ୍ୟସଭାରେ ଗୃହୀତ ହେଲା ୟୁଏପିଏ ବିଲ୍
ନୂଆଦିଲ୍ଲୀ(କେନ୍ୟୁଜ୍) : ଅନ୍ଲଫୁଲ ଆକ୍ଟିଭିଟିସ୍ ପ୍ରିଭେନ୍ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି । ବିଲ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି। ପୂର୍ବରୁ ଲୋକସଭାରେ ପାସ୍ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ ବିରୋଧ କରୁଥିଲା କଂଗ୍ରେସ।…