Uber କ୍ୟାବରେ ଯାତ୍ରା କରୁଥିବା ବ୍ୟକ୍ତି ନିଶ୍ଚୟ କରନ୍ତୁ ଏହି କାମ, ଘର ଲୋକଙ୍କ ପାଖରେ ରହିବପାରିବ ସବୁ ମୁହୂର୍ତ୍ତର…
ବଡ ବଡ ସହର ସହିତ ଏବେ ଛୋଟ ଛୋଟ ସହରରେ ମଧ୍ୟ ଏଣିକି କ୍ୟାବ୍ସ ବ୍ୟବହାର କରାଗଲାଣି। ବହୁତ ଲୋକ ପ୍ରତିଦିନ ଘରରୁ ଅଫିସ ଏବଂ ଅଫିସରୁ ଘର ପାଇଁ କ୍ୟାବ୍ସ ବ୍ୟବହାର କରୁଛନ୍ତି। ଅନେକ ଲୋକ ତ କ୍ୟାବ୍ସରେ ଯାତ୍ରା କରିବା ଅସୁରକ୍ଷିତ ବି ମନେ କରନ୍ତି। ଏମିତି ଲୋକଙ୍କ ପାଇଁ Uber ଆପରେ ଏକ ଖାସ୍…