Browsing Tag

uber free ride

ଲକଡାଉନରେ ଭ୍ଯାକସିନ ସେଣ୍ଟରକୁ ଯିବାକୁ ଅସୁବିଧା ହେଉଛି କି ? ମାଗଣାରେ ନେଉଛି ଉବେର, ଏମିତି କରନ୍ତୁ ବୁକିଂ

ଦେଶରେ କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି। ଲୋକ ଏଥିରୁ ବଞ୍ଚିବା ପାଇଁ ପରସ୍ପରକୁ ସାହାଯ୍ଯ କରୁଛନ୍ତି। ଏବେ ଉବେର ମଧ୍ୟ ଏହି ଲଢେଇରେ ସାମିଲ ହୋଇଛି। ଏବେ ୧୮ରୁ ୪୫ ବର୍ଷର ଲୋକଙ୍କୁ ଟିକା ନେଉଛନ୍ତି। ତେଣୁ ଉବେର ଟିକା ନେବାକୁ ଯାଉଥିବା ଲୋକଙ୍କୁ ମାଗଣାରେ ଟିକାକରଣ ସ୍ଥଳକୁ ନେଉଛି।…