ଜମୁଛି ଉଦଳା ସରସ୍ଵତୀ ମେଳା, ଘରକରଣା ଜିନିଷ ସହ ପଡ଼ିଛି ବିଭିନ୍ନ ରକମର ଦୋଳି
ଉଦଳା: ଜମୁଛି ଉଦଳା ସରସ୍ଵତୀ ମେଳା । ମୟୂରଭଞ୍ଜ ଜିଲ୍ଲା ଉଦଳା ହାଇସ୍କୁଲ ପଡ଼ିଆରେ ବେଶ ଧୁମଧାମରେ ଚାଲିଛି ସରସ୍ଵତୀ ମେଳା । ସରସ୍ଵତୀ ପୂଜାର ଠିକ୍ ୪ ଦିନ ପରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ଦୋକାନୀ ସେମାନଙ୍କର ବ୍ୟବସାୟର ପସରା ମେଲେଇ ବସିଛନ୍ତି । ସନ୍ଧ୍ୟା ସମୟରେ ଘରକରଣା…