Browsing Tag

udala news

 ହରି ହରେଶ୍ୱର ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ, କଳାକନା ବୁଲାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ : ମନ୍ଦିରରେ ଦୁର୍ବୃତ୍ତ ବୁଲାଇଲେ କଳାକନା । ଲୁଟିନେଲେ ଠାକୁରଙ୍କ ଅଳଙ୍କାର ଏବଂ ନଗଦ ଟଙ୍କା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଏନଏସି ୨ ନମ୍ବର ୱାର୍ଡରେ ଥିବା ହରି ହରେଶ୍ୱର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ମନ୍ଦିର ପଛ ପାଖ ଗେଟ…

ଅଚାନକ ଘରେ ପଶିଲେ ସବୁ ଲୁଟିନେଲେ, ଆକ୍ରମଣ କରି ସ୍ବାମୀ ସ୍ତ୍ରୀଙ୍କୁ ଚାବି ପକାଇ ଚାଲିଗଲେ ଲୁଟେରା

ଉଦଳା : ଅଚାନକ ଘରେ ପଶିଲେ, ମାରଣାସ୍ତ୍ରରେ ଆକ୍ରମଣ କଲେ, ବେକରେ ବନ୍ଧୁକ ଲଗାଇ ଲୁଟିନେଲେ । ସ୍ବାମୀଙ୍କୁ ଆଖି ବୁଜା ଆକ୍ରମଣ କରୁଥିଲେ, ଯନ୍ତ୍ରଣାରେ ଚିତ୍କାର କରୁଥିଲେ, ରୋଷେଇ କରୁଥିବା ସ୍ତ୍ରୀ କଣ ହେଲା କାହିଁକି ଏମିତି ପାଟି କଲେ ଦେଖିବା ପାଇଁ ଆସିଲାରୁ ମୁହଁକୁ ରୁମାଲରେ ବାନ୍ଧି…

ଯୋଗ୍ୟତା ନ ଥାଇ ବି ପଦବୀ, ଅଧ୍ୟାପକଙ୍କ ଉପରେ ପଡିଛି ଉଚ୍ଚ ଶିକ୍ଷା ବିଭାଗର ଛାଟ

ଉଦଳା: ଯୋଗ୍ୟତା ନ ଥାଇ ବି ପଦବୀ, ତାହା ପୁଣି ଆଉ କିଛି ନୁହେଁ....ଅଧ୍ୟାପକ । ଆଉ ଏହି ଅଧ୍ୟାପକଙ୍କ ଉପରେ ଏବେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ଅଧ୍ୟାପକଙ୍କୁ ଆସିଛି କାରଣ ଦର୍ଶାଅ ନୋଟିସ । ଅଧ୍ୟାପକ ଜଣକ ହେଲେ କପ୍ତିପଦା ବ୍ଲକ ନୁଦଡିହା ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ…

ଖରାପ ରାସ୍ତା ଯୋଗୁଁ ଧରାପଡ଼ିଲେ ମୋବାଇଲ୍ ଲୁଟେରା, ଲୋକଙ୍କ ଠାରୁ ଖାଇଲେ ବହେ ଛେଚା

ଉଦଳା: ଫସିଗଲେ ମୋବାଇଲ୍ ଲୁଟେରା । ମୋବାଇଲ ଲୁଟି ଖସି ପଳାଉଥିଲେ । ହେଲେ ଖରାପ ରାସ୍ତା ସେମାନଙ୍କୁ ଧରା ପକାଇ ଦେଲା । ରାସ୍ତା ଖରାପ ଥିବା ହେତୁ ସେମାନେ ତରବରରେ ପଳାଇବାକୁ ଚେଷ୍ଟା କଲା ବେଳେ ଗାଡ଼ିରୁ ପଡିଗଲେ । ଆଉ ଲୋକେ ତାଙ୍କୁ କାବୁ କରି ଖୁବ୍ ଛେଚିଲେ । ଏବେ ଏହି ଲୁଟେରା ପୋଲିସ…

ଅଳିଆ ଗଦାରେ କିଏ ପକାଇଲା କୁଢ଼ କୁଢ଼ ସରକାରୀ ମେଡିସିନ୍? ବଢୁଛି ସନ୍ଦେହ

ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ମେଡିସିନ୍ । ତାହା ପୁଣି ସରକାରୀ ଔଷଧ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳା ମେଡିକାଲ ପରିସରରେ ଥିବା ଅଳିଆ ଗଦାରେ । ମୟୁରଭଞ୍ଜ ଉଦଳା ଉପଖଣ୍ଡ ଡାକ୍ତରଖାନାର ଥିବା ଅଳିଆ ଗଦାରେ ପଡିଛି କୁଢ଼ କୁଢ଼ ସରକାରୀ ଔଷଧ । ତା ମଧ୍ୟରୁ ଅଳ୍ପ କେତେକ ଏକ୍ସପାଏର…

ରଖେ ହରି ତ ମାରେ କିଏ! ୧୦ ଫୁଟ ଉପରକୁ ଉଡ଼ିଲା କାର୍ ତଥାପି ବଞ୍ଚିଗଲା ୩ ଜଣକ ଜୀବନ

ଉଦଳା: ୧୦ ଫୁଟ ଉପରକୁ ଉଡ଼ିଲା କାର୍ । ପରେ ଜେସିବି ଉପରେ ଝୁଲି ରହିଲା । ଦୃତଗତିରେ ଆସିଲା ଆଉ ଚଢିଗଲା ମାଟିଗଦା ଉପରେ ତାପରେ ଉଡିଲା ସିଧା ୧୦ ଫୁଟ ଉପରକୁ ଆଉ ଜେସିବି ଉପରେ ଯାଇ ଝୁଲି ରହିଲା । ଭାଙ୍ଗିରୁଜି ଚୁରମାର ହୋଇଯାଇଛି କାର୍ । ଚାରିଆଡେ ପଡିଛି ଗାଡିର ଖଣ୍ଡ ବିଖଣ୍ଡିତ ଅଂଶ । ଏଭଳି…

ଦୟନୀୟ ଅବସ୍ଥାରେ ଅସ୍ଥାୟୀ ପୋଲ, ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଲୋକେ

ଉଦଳା: ଦର୍ଶକବନ୍ଧୁ ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଅସ୍ଥାୟୀ ପୋଲ ଉପରେ ଯାତାୟାତ କରୁଛନ୍ତି ଲୋକେ । ଏ ପୋଲର ଅବସ୍ଥା ଦେଖିଲେ ଭୟ ଲାଗୁଛି । କୌଣସି ବି ମୁହୂର୍ତ୍ତରେ ଏହା ଭାଙ୍ଗିଯାଇପାରେ । ଆଉ ଏହି ପୋଲ ଉପରେ ୫ଟି ପଞ୍ଚାୟତର ଲୋକେ ନିର୍ଭର…

ଦୁର୍ନୀତି ଟଙ୍କାରେ ଆଲିସାନ ବଙ୍ଗଳା, ନିରୀହ ଲୋକଙ୍କ ଠାରୁ ଠକି ନେଇଛନ୍ତି ୧୦୦ କୋଟିରୁ ଉର୍ଦ୍ଧ

ଉଦଳା: ଦୁର୍ନୀତି ଟଙ୍କାରେ ଆଲିସାନ ବଙ୍ଗଳା । ହଁ ଆଜ୍ଞା, ଟିକେ ଭଲ କରି ଦେଖନ୍ତୁ ଏ ଘରକୁ । ଘର ତ ନୁହେଁ ସତେ ଯେମିତି ରାଜପ୍ରାସାଦ । ଏମିତି ଘର ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ହେଲେ ନିଜ ପଇସାରୁ ନୁହେଁ ନିରୀହ ଲୋକଙ୍କଠାରୁ କୋଟି କୋଟି ଟଙ୍କା ହଡପ କରି ଏଭଳି ବଙ୍ଗଳା ତିଆରି…

ଖୋଲିଲା ମାଣିକ ହତ୍ୟାକାଣ୍ଡ ରହସ୍ୟ, ଗଛ କାଟିଦେଲା ବୋଲି ଭାଇକୁ ହାଣିଲା ଭାଇ

ଉଦଳା: ଗଛ କଟାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ । ବଡଭାଇକୁ ହାଣିଲା ସାନଭାଇ । ସାମାନ୍ୟ ଗଛ ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ଭାଇ । ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ହଁ ଆଜ୍ଞା, ବାଡ଼ିରେ ହୋଇଥିବା ଗଛ କାଟିଦେବାରୁ ବଡ଼ ଭାଇକୁ ହାଣି ମାରିଲା ସାନଭାଇ । ହାଟ ନିକଟରୁ ଯୁବକଙ୍କ କ୍ଷତାକ୍ତ…

୪ ଝିଅଙ୍କୁ ନେଇଗଲା ଦଲାଲ, ଝିଅମାନେ ଯିବାର ୧୬ ଦିନ ବିତିବା ପରେ ବି ମିଳୁନି ଝିଅଙ୍କ ପତ୍ତା

ବଢିଲା ଝିଅଙ୍କ ଫେରିବା ବାଟକୁ ଚାହିଁ ଦୁଆର ମୁହଁରେ ଜଗି ବସିଛନ୍ତି ବାପା ମା' । ଝିଅର ଫଟୋକୁ ଦେଖି ଝୁରି ହେଉଛନ୍ତି କେବେ ପୁଣି ଘରକୁ ଆସିବ ଝିଅ । ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଏହାରି ଭିତରେ ୧୬ ଦିନ ବିତି ଗଲାଣି । ଝିଅମାନେ କୁଆଡେ ଗଲେ କେଉଁଠି ଅଛନ୍ତି କିଛି ଜଣା…

‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’, ଏହାକୁ ସତ କରି ଦେଖାଇଛି ଏହି ଦୁର୍ଘଟଣା

ପୋଲରେ ଝୁଲିରହିଛି ଆମ୍ବୁଲାନ୍ସ । ଦେଖିଲାରୁ ଭୟ ଲାଗୁଛି । ସବୁଦିନ ଭଳି ରୋଗୀ ଛାଡି ଫେରୁଥିଲା ଆମ୍ବୁଲାନ୍ସ । କିନ୍ତୁ ହଠାତ ରାସ୍ତାରେ ଘଟିଲା ଛାତିଥରା ଦୁର୍ଘଟଣା । ହେଲେ ପୋଲ ଉପରୁ ୬୦ ଫୁଟ ତଳକୁ ଖସୁ ଖସୁ ଗଛରେ ବାଡେଇ ହୋଇ ଝୁଲି ରହିଲା ଆମ୍ବୁଲାନ୍ସ । ଆଉ ଅଳ୍ପକେ ବର୍ତ୍ତିଗଲେ…

ବରିଷ୍ଠ ଆଇଏଏସଙ୍କ ଛଦ୍ମ ନାମ ନେଇ କରୁଥିଲେ ଠକେଇ, ଶେଷରେ ପୋଲିସ ଫାନ୍ଦରେ ପଡିଲେ ଶିକ୍ଷକ

ଚକାଚକ ପୋଷାକ । କଥାବାର୍ତ୍ତା ବି ପୂରା ବଡ଼ ବାବୁଙ୍କ ଭଳି । ନିଜ ଆଚାର ବ୍ୟବହାରରେ ଲୋକଙ୍କ ପାଖରେ ଭରସାଯୋଗ୍ୟ ହୋଇପାରିଥିଲେ । ଆଉ ତାପରେ ପରିବା ବିକ୍ରି କରିବା ଭଳି ଚାକିରୀ ବିକୁଥିଲେ ଶିକ୍ଷକ । ଏବେ ଟଙ୍କା ଦେଲେ ମିଳୁଛି ସରକାରୀ ଚାକିରୀ । ବେକାର ଯୁବକ ଯୁବତୀଙ୍କୁ ଚାକିରୀ କରାଇ ଦେବେ…