Browsing Tag

udhab thakrey

୧୭ ବର୍ଷ ପରେ ପୁଣି ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ

ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ। ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ମଧ୍ୟରେ ସ୍ଥାପନ ହେବ ସଂପର୍କ। ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେଲ ଦୁଇ ଭାଇ ପୁଣି ଏକାଠି ନଜର ଆସିବେ ବୋଲି ଜଣାପଡ଼ିଛି। ଏନସିପିରେ ଫାଟ ପରେ ଦୂର୍ବଳ ହୋଇଛି…

ଉଦ୍ଧବ ଠାକରେଙ୍କୁ ମହଙ୍ଗା ପଡିଲା ଇସ୍ତଫା, ଶିବସେନା ମାମଲାରେ ଏକନାଥ ସିନ୍ଦେଙ୍କୁ ଆଶ୍ୱସ୍ତି

ଉଦ୍ଧବ ଠାକରେଙ୍କୁ ମହଙ୍ଗା ପଡିଲା ଇସ୍ତଫା । ଶିବସେନା ମାମଲାରେ ଏକନାଥ ସିନ୍ଦେଙ୍କୁ ଆଶ୍ୱସ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମହାରାଷ୍ଟ୍ରରେ ଉଦ୍ଧବ ସରକାରକୁ ଫେରାଇ ଆଣି ହେବ ନାହିଁ । କୋର୍ଟ କହିଛନ୍ତି, ଉଦ୍ଧବ ଠାକରେ ବିଧାନସଭାରେ ଆସ୍ଥା ଭୋଟ…

ଜଣେ ବି ଅସନ୍ତୁଷ୍ଟ ମୋତେ ନ ଚାହିଁଲେ ପଦ ଛାଡ଼ିଦେବି: ଉଦ୍ଧବ ଠାକ୍‌ରେ

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ରରେ କ୍ଷମତା ମହାଭାରତ । ଶିବସେନା କାହାର? କ୍ଷମତା ଦଖଲ ପାଇଁ ଉଦ୍ଧବ- ଏକନାଥ ମୁହାଁମୁହିଁ। ଏହା ମଧ୍ୟରେ ମହାରାଷ୍ଟ୍ର ଜନତାଙ୍କୁ ଉଦ୍ଧବ ଠାକ୍‌ରେଙ୍କ ସମ୍ବୋଧନ । ମୁଁ ଇସ୍ତଫା ଦେବାକୁ ରାଜି , ଜଣେ ବି ଅସନ୍ତୁଷ୍ଟ ମୋତେ ନ ଚାହିଁଲେ ପଦ ଛାଡ଼ିଦେବି…

ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା। ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅପରାହ୍ନ ଦିନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା- ଏନସିପି-କଂଗ୍ରେସର ମିଳିତ ଆଘାଡ଼ି। ଶକ୍ତି ପରୀକ୍ଷଣ ପାଇଁ ବିଧାନସଭାର ସ୍ୱତନ୍ତ୍ର…

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ମେଣ୍ଟ ବୈଠକରେ ହେଲେ ନିର୍ବାଚିତ

କେନ୍ୟୁଜ୍(ବ୍ୟୁରୋ): ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ଶିବସେନା-ଏନ୍‌ସିପି ଓ କଂଗ୍ରେସର ମିଳିତ ବୈଠକରେ ଉଦ୍ଧବ ଠାକରେଙ୍କୁ ନେତା ନିର୍ବାଚିତ କରାଯାଇଛି । ଆସନ୍ତା ଡିସେମ୍ବର ୧ ତାରିଖରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…