ୟୁଜିସି ବନ୍ଦ କଲା M.Phil ଡିଗ୍ରୀ, ଆଡ୍ମିଶନ ନ ନେବାକୁ କଲେଜଗୁଡ଼ିକୁ କଲା ଅନୁରୋଧ
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି। ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ବନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି। ୟୁଜିସି ସେକ୍ରେଟାରୀ…