Browsing Tag

uhan setti

ବିବାହ ବନ୍ଧନରେ ବାନ୍ଧି ହେବେ ସୁନିଲ ସେଟ୍ଟୀଙ୍କ ତନୟ ତନୟା, କ୍ରିକେଟରଙ୍କୁ ବାହାହେବେ ଆଥିୟା

ବଲିବୁଡ ସୁପରଷ୍ଟାର ସୁନିଲ ସେଟ୍ଟୀଙ୍କ ଘରେ ବାଜିବ ସେହେନାଇ । ହେବ ଡବଲ ସେଲିବ୍ରେସନ । ଖବର ମୁତାବକ ୨୦୨୨ ହୋଇପାରେ ନିଉ କମର ଆକ୍ଟ୍ରେସ ତଥା ସୁନିଲଙ୍କ ଝିଅ ଆଥିୟାଙ୍କ ଗଠବନ୍ଧନ । ଏପଟେ ଆହାନ ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବେ । ଆଥିୟା ଜଣାଶୁଣା କ୍ରିକେଟର କେ ଏଲ ରାହୁଲ ସହ ଟାଇ ଅପ…