ଏବେ ଆଧାରରେ ରହିବ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ତଥ୍ୟ, ଜାଣନ୍ତୁ ଆଧାରର ନୂଆ ନିୟମ
ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ଆସିଲା ଜରୁରୀ ଅପଡେଟ। ଏବେ ଆଧାର କାର୍ଡ କୁ ନେଇ ହେଉଥିବା ଠକାମିକୁ ରୋକିବା ପାଇଁ ଏହି ନିୟମ ବାହାରିଛି। UIDAI ର ନୂଆ ପ୍ଳାନ ଅନୁଯାୟୀ ଏବେ ଆଧାର କାର୍ଡରେ ଜନ୍ମରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଡିଟେଲ୍ସ ରହିବ। ଏମିତି ହେବା ପଛରେ କାରଣ ମଧ୍ୟ ରହିଛି।…