ଅସଲି ଆଧାର କାର୍ଡ ସମ୍ପର୍କରେ ଜାଣିବା ପାଇଁ ଫଲୋ କରନ୍ତୁ ଏହି ସହଜ ଷ୍ଟେପ, UIDAI ଦେଲା ସୂଚନା
୨୦୦୯ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ଦେଶରେ ଆଧାର କାର୍ଡ଼ ଯୋଜନା ଆରମ୍ଭ କରିଥିଲେ। ସେବେଠାରୁ ଆଧାର କାର୍ଡ଼ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଜିକାଲି ସମସ୍ତ ନାଗରିକଙ୍କ ବାୟୋମେଟ୍ରିକ ସୂଚନାକୁ ରେକର୍ଡ କରୁଥିବା ଆଧାର କାର୍ଡ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ ଦଲିଲ। ଟ୍ରେନରେ…