ଓଡ଼ିଶାରେ ନାହିଁ ବ୍ରିଟେନ୍ର ନୂଆ ଭୂତାଣୁ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ବର: ଓଡ଼ିଶାରେ ନାହିଁ ବ୍ରିଟେନ୍ର ନୂଆ ଭୂତାଣୁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ଜିନମ୍ ସିକ୍ୱେଏନସିଂ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଯେତିକି ଜିନମ୍ ସିକ୍ୱେଏନ୍ସିଂ ଟେଷ୍ଟ…