Browsing Tag

UK Prime Minister

ଇସ୍ରାଏଲ ଗସ୍ତରେ ଯିବେ ରିଷି ସୁନକ୍ , ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଇସ୍ରାଏଲ ଯିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ଆଜି ଯାଉଛନ୍ତି ସୁନକ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଭେଟି ଆଲୋଚନା କରିବେ । ଏଥିସହ ମଙ୍ଗଳବାର ଗାଜାର…

ଭାରତ ପାଇଁ ଗର୍ବ, ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ

ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ। ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେଲେ ରିଷି ସୁନକ। ସୁନକ ପେନି ମୋର୍ଡାଣ୍ଟକୁ ହରାଇ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ଅକ୍ଟୋବର ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ରିଷି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ…

ଡ୍ରିଙ୍କ୍ସ ପାର୍ଟି ପରେ ଅଡ଼ୁଆରେ ବ୍ରିଟେନ ପ୍ରଧାନମନ୍ତ୍ରୀ: କ୍ଷମା ମାଗିଥିଲେ ବି ବିବାଦ ଥମିବାର ନାଁ ଧରୁ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଡ୍ରିଙ୍କ୍ସ ପାର୍ଟି ପରେ ଅଡୁଆ । ୟୁକେ ପିଏମଙ୍କ ଉପରେ ଘୂରୁଛି ଇସ୍ତଫା ଖଣ୍ଡା । ଇସ୍ତଫା ଦେବାକୁ ନିଜ ପାର୍ଟି ଭିତରୁ ପଡୁଛି ଚାପ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବରିଷ୍ଠ ନେତା ଅନୁରୋଧ କରିଛନ୍ତି । ବ୍ରିଟେନର…

ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କରୋନାକୁ ହରାଇବାରେ ହେଲେ କି ସକ୍ଷମ?

କରୋନା ସଂକ୍ରମଣରେ ପିଡିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରୁ ବାହାରିଛନ୍ତି । କିନ୍ତୁ ତାଙ୍କୁ ଆଉ କିଛିଦିନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବ । ତାଙ୍କୁ ଗତ ୬ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ…