ୟୁକ୍ରେନ ଉପରେ ରୁଷର ମିଶାଇଲ ଆକ୍ରମଣ, ୧୧ ମୃତ, ୩୫ ବିଲିଡିଂ ନଷ୍ଟ
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଥମିବାରେ ନାଁ ନେଉନାହିଁ । ୟୁକ୍ରେନଙ୍କୁ ପଶ୍ଚିମ ଦେଶରୁ ମିଳୁଥିବା ସୈନ୍ୟ ସମର୍ଥନ ଯୋଗୁଁ ରୁଷରେ ହଡକମ୍ପ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନ ଉପରେ ମିସାଇଲ ମାଡ଼ କରିଛି। ଏହି ମିଶାଇଲ ଆକ୍ରମଣରେ ୧୧ ଜଣ…