ଆକ୍ରମଣର ପ୍ରତିଶୋଧ ନେଲା ୟୁକ୍ରେନ : ମିସାଇଲର ଜବାବ ଡ୍ରୋନରେ, ୨୩ ଜଣଙ୍କ ମୃତ୍ୟୁ
ମିସାଇଲର ଜବାବ ଡ୍ରୋନରେ । ଉମନ ସହରରେ ଆକ୍ରମଣର ପ୍ରତିଶୋଧ ନେଲା ୟୁକ୍ରେନ। କ୍ରିମିଆ ସେଭାଷ୍ଟୋପୋଲରେ ରୁଷ ତୈଳ ଭଣ୍ଡାର ଉପରେ ଡ୍ରୋନ ହମଲା କରିଛି ୟୁକ୍ରେନ ସେନା। ହୁହୁ ହୋଇ ଜଳି ଯାଇଛି ତୈଳ ଭଣ୍ଡାର। ସେପଟେ ରୁଷ ମିସାଇଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହେଲାଣି। ଆହୁରି ବଢ଼ିପାରେ ମୃତ୍ୟୁ…