ଖାଦ୍ୟ ଅନ୍ୱେଷଣରେ ବାଡ଼ି ଘର ବୁଲୁଛି ଭାଲୁ, ଯାହାର ଭିଡିଓ ସିସିଟିଭି ରେ କଏଦ୍
ଉମରକୋଟ : ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ । ପୂରା ଗାଁରେ ପଡ଼ିଛି ଚହଳ । ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁ ଲୋକେ । ଆପଣ ଭାବୁଥିବେ କଣ ଏମିତି ଘଟିଛି ଯେ, ଯେଉଁଥିପାଇଁ ଗାଁ ଲୋକେ ଭୟରେ ଏପରି ଥରହର ହେଉଛନ୍ତି । ତେବେ…