Browsing Tag

Umesh Pal case

ଉମେଶ ପାଲ ହତ୍ୟାକାଣ୍ଡ : ଅତିକ ଅହମ୍ମଦର ଫାଇନ୍ସାର ନଫିସ ବିରିୟାନୀ ମୃତ, ଜେଲରେ ଆସିଲା ହାର୍ଟଆଟାକ

ବହୁ ଚର୍ଚ୍ଚିତ ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ନଫିସ ବିରୟାନୀର ମୃତ୍ୟୁ ହୋଇଛି । ନଫିସ ଜେଲରେ ଥିବା ବେଳେ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁବରଣ କରିଛି । ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲରେ ହାର୍ଟଆଟାକ ଆସିବା ପରେ ନଫିସକୁ ପ୍ରୟାଗରାଜର ସେଣ୍ଟ୍ରାଲ ଜେଲରୁ ଜିଲ୍ଲା…

ଉମେଶ ପାଲ୍‌ ହତ୍ୟା: ଅଭିଯୁକ୍ତ ବିଜୟ-ଅର୍‌ବାଜଙ୍କୁ ଏନ୍‌କାଉଣ୍ଟର କରିଥିବା ପୋଲିସ କର୍ମୀଙ୍କୁ ନୋଟିସ୍‌

ଉମେଶ ପାଲ ହତ୍ୟା ମାମଲାରେ ଉତ୍ତର ପ୍ରଦେଶ ପୋଲିସ ଏନକାଉଣ୍ଟର କରି ଅସଦଙ୍କ ସମେତ ୪ ଅଭିଯୁକ୍ତଙ୍କୁ ନିପାତ କରିଛି। ଅଭିଯୁକ୍ତ ଅରବାଜ ଓ ବିଜୟ ଚୌଧୁରୀଙ୍କ ଏନକାଉଣ୍ଟରରେ ଯେଉଁ ପୋଲିସ କର୍ମୀ ସମ୍ପୃକ୍ତ ଥିଲେ, ସେମାନଙ୍କୁ ନ୍ୟାୟିକ ଆୟୋଗ ଏବେ ନୋଟିସ ପଠାଇଛନ୍ତି। ଏହି ପୋଲିସ କର୍ମୀଙ୍କର…

ଦେଶ ଛାଡି ଫେରାର ହେବାକୁ ଯୋଜନା କରୁଛନ୍ତି ଉମେଶ ପାଲ ହତ୍ୟାକାରୀ, ପୋଲିସ ଜାରି କଲା ଲୁକ୍‌ଆଉଟ୍‌ ନୋଟିସ

ଉମେଶ ପାଲ ହତ୍ୟା ମାମଲାରେ ଫେରାର ରହିଛନ୍ତି ଅତିକର ପତ୍ନୀ ଶାହିସ୍ତା, ଗୁଡ୍ଡୁ ମୁସଲିମ । ଏମାନଙ୍କ ନାମରେ ଲୁକଆଉଟ୍‌ ନୋଟିସ ଜାରି କରିଛି ପୋଲିସ । ପୋଲିସକୁ ଚକମା ଦେଇ ବିଦେଶ ଫେରାର ହେବାକୁ ଯୋଜନା କରୁଥିବାର ପୋଲିସ ଜାଣିବା ପରେ ଲୁକ୍‌ଆଉଟ୍‌ ନୋଠିସ ଜାରି କରିଛି । ଉମେଶ ପାଲ…

‘ଅପରେସନ ଜାନୁ’ ଥିଲା ଉମେଶ ପାଲ୍‌ ହତ୍ୟାକାଣ୍ଡର ନାମ! ହତ୍ୟା ପୂର୍ବରୁ ଶାଇସ୍ତା ସୁଟରମାନଙ୍କ ସହିତ କରିଥିଲେ ପାର୍ଟି

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସୂଚନା। ଅତିକ୍‌ଙ୍କ ସୁଟରମାନେ ଉମେଶ ପାଲ୍‌ ହତ୍ୟାକାଣ୍ଡକୁ ‘ଅପରେସନ ଜାନୁ’ ନାମରେ ନାମିତ କରିଥିଲେ। ଏତିକି ନୁହେଁ, ଉମେଶଙ୍କୁ ହତ୍ୟା ପୂର୍ବରୁ ସୁଟରମାନେ ଘରେ ପାର୍ଟି ମଧ୍ୟ କରିଥିଲେ। ଏଥିରେ ଶାଇସ୍ତା ସାମିଲ ହୋଇଥିଲେ। ସେପଟେ…

ଉମେଶ ପାଲଙ୍କ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ୩ ଗିରଫ    

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର  ଅତୀକ୍ ଅହମଦର ପୁଅକୁ ସାହାଯ୍ୟ କରିବା ଏବଂ ଉମେଶ ପାଲଙ୍କ  ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଦିଲ୍ଲୀ ‘ସ୍ପେସାଲ୍ ବ୍ରାଞ୍ଚ୍’ ଟିମ୍‌ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଜାଭେଦ୍, ଖାଲିଦ୍ ଏବଂ ଅନ୍ୟଜଣଙ୍କର ପରିଚୟ ମିଳିପାରିନାହିଁ । ଉମେଶ…