Ball Hit On Umpire Face : DPL ରେ ଅମ୍ପାୟରଙ୍କ ମୁହଁରେ ବାଜିଲା ବଲ୍, ଆଇସିୟୁରେ ଭର୍ତ୍ତି
ମ୍ୟାଚ ସମୟରେ ଅମ୍ପାୟରଙ୍କ ମୁହଁରେ ବଲ୍ ବାଜିବା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗର ଇଷ୍ଟ ଦିଲ୍ଲୀ ରାଇଡର୍ସ ଏବଂ ନୂଆ ଦିଲ୍ଲୀ ଟାଇଗର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହୋଇଛି । ଏହି ମ୍ୟାଚରେ ଅମ୍ପାୟର ଧର୍ମେଶ ଭାରଦ୍ବାଜଙ୍କୁ ଆଘାତ ଲାଗିଛି । ତାଙ୍କୁ ବଲ୍…