ଡେବ୍ୟୁ କ୍ୟାପ୍ ମିଳିବା ପରେ କ୍ୟାମେରାମ୍ୟାନ୍କୁ ଧକ୍କା ଦେଇଥାନ୍ତେ ଉମରାନ ମଲ୍ଲିକ, ସାଥି ଖେଳାଳି ସମ୍ଭାଳିନେଲେ…
ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ହାରିଛି ଭାରତ। କିନ୍ତୁ ଏହି ମ୍ୟାଚ୍ରେ ଉମରାନ ମଲ୍ଲିକ ଡେବ୍ୟୁ କରି ଭାରତୀୟ ଫ୍ୟାନ୍ସଙ୍କ ଖୁସି ଖବର ଦେଇଛନ୍ତି। ଉମରାନଙ୍କୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମର କ୍ୟାପ୍ ଦିଆଯାଇଥିଲା। ଆଉ ଏହି ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହା…