ମାମୁଁକୁ ବାହାହେବା ଜିଦରେ ଅଟଳ ଭାଣିଜୀ, କିନ୍ତୁ ମଙ୍ଗୁ ନାହାନ୍ତି ଯୁବକ
ଯାଜପୁର ଟାଉନ (କେନ୍ୟୁଜ୍) : ସମ୍ପର୍କୀୟ ଭାଣିଜୀକୁ ବିବାହର ପ୍ରତିଶୃତି ଦେଇ ଫେରାର ହୋଇଗଲା ମାମୁ । ଥାନାରେ ମାମଲା ପରେ ମାମୁକୁ ଧରିବାକୁ ତନାଘନା ଚଳାଇଛି ପୋଲିସ । ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ପଇରଖ ଗାଁରୁ । ଗାଁର ଜିତେନ୍ଦ୍ର ପ୍ରଧାନଙ୍କ ନାଁରେ ଏପରି ଅଭିଯୋଗ ହୋଇଛି ।…