Browsing Tag

uncle

ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ…

ଜମିଜମା ବିବାଦକୁ କେନ୍ଦ୍ର କରି ଦାଦାକୁ ଠେଙ୍ଗାରେ ପିଟିଲା ପୁତୁରା, ଭିଡିଓ ହେଲା ଭାଇରାଲ

ପୁତୁରାର ଠେଙ୍ଗା ମାଡରେ ଦାଦା ଗୁରୁତର । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗାଁରେ । ଆହତ ଜଣକ ହେଲେ ତପନ ରାଉତରାୟ । ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ଏସମ୍ପର୍କରେ ଖୁଡୀ ଲତିକା ରାଉତରାୟ ସାଲେପୁର ଥାନାରେ ଅଭିଯୋଗ କରିଛନ୍ତି ।…