ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର
ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ…