ବିଗବସ୍ଙ୍କୁ ଫାଶୀରେ ଝୁଲାଇଲେ ଅଣ୍ଡରଟେକର, ଦେଖନ୍ତୁ ଛାତିଥରା ଭିଡିଓ
‘ ଡେଡ୍ମ୍ୟାନ’ ଦ ଅଣ୍ଡରଟେକରର ଭୟ ଆଜି ମଧ୍ୟ ସମସ୍ତଙ୍କ ମନରେ ରହିଛି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ତାଙ୍କ ବିରୋଧୀ ରେସଲର ଅଣ୍ଡରଟେକର ଏଣ୍ଟ୍ରି ଦେଖି ଭୟଭୀତ ହୋଇଯାଆନ୍ତି। ତାଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଅନ୍ୟ ରେସଲରଙ୍କ ପାଇଁ ବହୁତ କଷ୍ଟ ହୋଇପଡେ। ଅଣ୍ଡରଟେକର ହେଲ ଇନ ସେଲରେ ଏପରି…