ରେସ୍ରେ ବିନା ଅଣ୍ଡର ୱେୟାରରେ ଦୌଡ଼ୁଥିଲେ ଖେଳାଳି, ଜିତିବେ କ’ଣ ଇଜ୍ଜତ ବଞ୍ଚାଇବାକୁ ପ୍ୟାଣ୍ଟ ଟାଣି ଟାଣି ଗଲା ସମୟ;…
କରୋନା ପରେ ଦୁନିଆରେ ବିଭିନ୍ନ ପ୍ରକାରର ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। କମନ୍ ୱେଲ୍ଥ ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ ଏବେ ଚାମ୍ପିୟନ୍ସିପ୍ ଆୟୋଜନ କରାଯାଉଛି। ଏବେ କଲମ୍ବିଆର କାର୍ଲିରେ ଓ୍ଵାର୍ଲ୍ଡ ଆଥ୍ଲେଟିକ୍ସ ୟୁ୨୦ ଚାମ୍ପିୟନ୍ସିପ୍ ମଧ୍ୟ ଚାଲିଛି। ଏଥିରେ ହୋଇଥିବା ୪୦୦…