Browsing Tag

Union Minister Pratap Sarangi

ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ…

ବାଲେଶ୍ୱର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଚିଠି ଲେଖିଛନ୍ତି । ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ ଚଳିତ ବଜେଟ୍‌ରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ନେଗେଟିଭ୍‌

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ଟେଷ୍ଟ ନେଗେଟିଭ୍‌ ଆସିଥିବା ଗୁରୁବାର ଜଣାପଡ଼ିଛି । ନୀଳଗିରି ବିଧାୟକଙ୍କ କରୋନା ଟେଷ୍ଟ ପଜେଟିଭ ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସୋମବାର ନିଜକୁ ସଂଘରୋଧରେ…

ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁରୀ: ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ହେବା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ନିଷ୍ପତ୍ତି ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପୁରୀ…

ଆଖଡାରେ ଖେଳିବାକୁ ପ୍ରତାପ ଷ଼ଡଙ୍ଗୀଙ୍କୁ ବିରୋଧ କଲେ ବାଲେଶ୍ୱର ଗୋପାଳ ଗାଁ ଆଖଡା ସଂଘର ସର୍ଦ୍ଦାର

ବାଲେଶ୍ୱର : ଆଖଡା ଖେଳକୁ ନେଇ ରାଜନୀତି । ଆଖଡାରେ ଖେଳିବାକୁ ପ୍ରତାପ ଷ଼ଡଙ୍ଗୀଙ୍କୁ ବିରୋଧ କଲେ ବାଲେଶ୍ୱର ଗୋପାଳ ଗାଁ ଆଖଡା ସଂଘର ସର୍ଦ୍ଦାର । ବାଲେଶ୍ୱର ବିଜୟା ଦଶମୀରେ ପାରମ୍ପରିକ ପାଇକ ଆଖଡା ଖେଳ ଅନୁଷ୍ଠିତ ହୋଇଥିଲା । ଆଖଡାରେ ଉଭୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ପୂର୍ବତନ…