ଦୀର୍ଘ ୨୩ ବର୍ଷ ପରେ ବୈଜ୍ଞାନିକ ଆବିଷ୍କାର କଲେ ବିରଳ ପ୍ରଜାତିର ଭେଣ୍ଡି, ଜାଣନ୍ତୁ କଣ ରହିଛି ଏହାର ଉପାଦେୟତା
ବାରାଣାସୀ: ଦୀର୍ଘ ୨୩ ବର୍ଷର ଗାବେଷଣା ଏବେ ସଫଳ ହୋଇଛି। ଏବେ ବଜାରକୁ ଆସିବ ଲାଲ ଭେଣ୍ଡି। ବାରଣାସୀ ସ୍ଥିତ ଭରତୀୟ ପନିପରିବା ଗବେଷଣା ସଂସ୍ଥା ଏହି ସ୍ବତନ୍ତ୍ର ପ୍ରଜାତି (କାଶୀ ଲାଲିମା) ଭେଣ୍ଡି ପ୍ରସ୍ତୁତ କରିଛି। ଏହି ଭେଣ୍ଡିର ରଙ୍ଗ ଲାଲ ରହିଛି। ଏଥିରେ ପ୍ରଚୁର ପରିମାଣରେ…